Odisha Link
Bridging the Missing Links in Odisha

ରାଜ୍ୟସଭା କାର୍ଯ୍ୟକାଳ: ସସ୍ମିତ ୩ ବର୍ଷ,…

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜେଡ଼ିର ୨ ପାର୍ଥୀ ଏବଂ ବିଜେପିର ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ବିଜେଡ଼ି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏପଟେ ବିଜେପି ପ୍ରାର୍ଥୀ ଅଶ୍ବିନୀ…

ପୁଣି ଲୁଚକାଳି ଖେଳୁଛି ମୌସୁମୀ

ଭୁବନେଶ୍ବର : ମୌସୁମି ଆସିଲା, ଛୁଇଁଲା । ପୁଣି କୁଆଡ଼େ ଉଭାନ୍‌ ହୋଇଗଲା । ତିନି ଦିନ ଧରି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଯେଉଁ ଅନୁମାନ କରିଥିଲା ତାହା କିନ୍ତୁ ହେଲା ନାହିଁ । ମୌସୁମୀ ଛୁଇଁବାର ଦ୍ବିତୀୟ ଦିନରୁ ଟାଇଁ ଟାଇଁ ଖରା ଗରମ ଓ ଗୁଳୁଗୁଳି ମୌସୁମୀର ଉପସ୍ଥିତିକୁ ମଳିନ କରିଦେଇଛି । ଏବେ…

ରାୟଗଡାର ବିଭିନ୍ନ ରାସ୍ତାକୁ କବଜା…

ରାୟଗଡା : ରାୟଗଡାର ବିଭିନ୍ନ ରାସ୍ତାକୁ କବଜା କରିନେଇଛନ୍ତି ଭାରୀଯାନ । ଅତି ବେପରୁଆ ଭାବେ ଟ୍ରକ, ଟ୍ୟାଙ୍କର, ଟ୍ରେଲର ସବୁ ଯାତାୟତ କରୁଛି । ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ବିପଦ ଜନକ ଅବସ୍ଥାରେ ସ୍କୁଲ ଯାତାୟତ କରୁଛନ୍ତି ପିଲାଏ ।ଭାରୀ ଯାନ ଯୋଗୁଁ ଆମ୍ବୁଲାନ୍ସ ବି ଅଟକି ରହୁଛି ।…

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ…

ନୂଆଦିଲ୍ଲୀ: ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଣି ଚର୍ଚ୍ଚାରେ। ପୂର୍ବରୁ ଅଭିନନ୍ଦନ ତାଙ୍କ ବୀରତ୍ବ ଓ ନିଜ ନିଶକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହେଉଥିବା ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ଭିନ୍ନ ଦାବି…

ସଡକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଏନଏଚ-୪୯ର ଟାଉନ ଥାନା ମୋଚିବନ୍ଧ ସ୍କୁଲ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଖବର ପାଇ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ରାଜପଥ ଅବରୋଧ କରିବା ସହ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାଅନୁଯାୟୀ , ଜଣେ ଯୁବକ…

ସରକାରୀ ସେବା ଓ ଛୁଟି ପାଇଁ ପଚାରିବ କିଏ…

ରାଜ୍ୟ ସରକାର ସରକାରୀ ଅଧିକାରୀମାନଙ୍କ ପାଇଁ ୪ର୍ଥ ଶନିବାର ଛୁଟି ଘୋଷଣା କଲେ, ସେହିଭଳି ସରକାରୀ ସେବା ଲୋକମାନେ ଠିକ୍ ଠାକ୍ ପାଉଛନ୍ତି କିମ୍ବା ନାହିଁ ସେ କଥା ବୁଝିବାକୁ ଉପଦେଶ ଦେଲେ। ଏଇ ଦୁଇଟି ପ୍ରସଙ୍ଗରେ ଲୋକସରକାରରେ ଭାଷଣ ବା ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଲୋକମତ ନିଆଯାଇପାରିଲା ନାହିଁ !…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା ରାଶି ପ୍ରଦନା କରିଛି ସାପୋରଜି ପାଲୋଞ୍ଜି ଗ୍ରୁପ୍। ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍‌ ଓ ପୁନରଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୧ ଲକ୍ଷ…

ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ…

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ମାଲାକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ନୂଆପଡ଼ା ଆଦି ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏତଦ…

କାରିଗର

ରତ୍ନମାଳା ସ୍ବାଇଁଙ୍କ କବିତା କାରିଗର ଏ କବିତାଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରତ୍ନମାଳା ସ୍ବାଇଁଙ୍କ ସଂକଳନ ‘ଫଟୋଫ୍ରେମ’ରୁ ଅ‍ାସିଛି ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 କେବଳ କାରିଗରଟିଏ ବୋଲି ପରିଚୟ ପତ୍ର ଛାତିରେ ଝୁଲିଲା ସାରା ସଂସାର…

ମାଟ୍ରିକ ଫଳ ପ୍ରକାଶକୁ ପୁରିଲା ମାସେ,…

କଟକ: ସରକାରୀ ସ୍କୁଲରେ କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ପଢ଼ିବେ ସେ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଶିକ୍ଷାବିଭାଗ ତତ୍ପରତାର ସହ କାମ କରୁଛି। କିନ୍ତୁ ବିଡ଼ମ୍ବନାର କଥା ଇତି ମଧ୍ୟରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶକୁ ମାସେ ପୂରିଲାଣି। କିନ୍ତୁ ଏଯାଏଁ ଛାତ୍ରଛାତ୍ରୀଙ୍କ…