Odisha Link
Bridging the Missing Links in Odisha

ଭୁବନେଶ୍ୱର-କଟକ ଦ୍ୱୈତ ନଗରୀକୁ ମେଟ୍ରୋ…

ଭୁବନେଶ୍ୱର : ଆଜି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରକାଶ କରିଥିଲେ। ‘ଫୋନି’ର ଭୟାବହତା ଓ କ୍ଷୟକ୍ଷତି ଜଣାଇବା ସହ ଏହାର ସଫଳ ମୁକାବିଲା ନେଇ ରାଜ୍ୟ…

ବିରୋଧୀ ଦଳ ନେତା ଘୋଷଣା ହୋଇନଥିବାରୁ…

ଭୁବନେଶ୍ବର : ବିଧାନସଭା ପ୍ରଥମ ଦିନରେ ରାଜ୍ୟପାଳଙ୍କ ଉଦବୋଧନରୁ ଆରମ୍ଭ ହୋଇଥିଲା । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଦିବଙ୍ଗତ ପୂର୍ବତନ ସାଂସଦ ଓ ବିଧାୟକ ଓ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରଯାଇଥିଲା । ଫୋନିର ଭୟାବହତା ଓ କ୍ଷୟକ୍ଷତି ବାବଦରେ ଜଣାଇବା…

ହତ୍ୟାକାଣ୍ଡ ମାମଲାରେ ୪୯ ନମ୍ବର…

ବ୍ରଜରାଜନଗର : ହତ୍ୟାକାଣ୍ଡ ମାମଲାରେ ୪୯ ନମ୍ବର ଜାତୀୟରାଜପଥ ଅବରୋଧ କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ସ୍ଥାନୀୟଲୋକ ଆଜି ସକାଳ ୬ଟାରୁ ରାସ୍ତାରେ ପୋଡାଜଳା କରିବା ସହ ଅବରୋଧ କରିଛନ୍ତି । ଫଳରେ କୋଇଲା ପରିବହନ ସମେତ ଯାତ୍ରୀବାହୀ ଗାଡି ଚଳା ଚଳ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇ ଯାଇଛି ।…

କ୍ରିକେଟରେ ଆଉ ଜଣେ ଧୋନୀ….

ଲଣ୍ଡନ: କ୍ରିକେଟ ମହାକୁମ୍ଭ ୨୦୧୯ର ଆଜି ୩୨ ତମ ମ୍ୟାଚ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବ। କିନ୍ତୁ ମ୍ୟାଚ ଆରମ୍ଭରୁ ଚର୍ଚ୍ଚାରେ ଇଂଲଣ୍ଡ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଜୋସ୍‌ ବଟଲର। ତାଙ୍କୁ ବିଶ୍ବ କ୍ରିକେଟର ନୂଆ ମହେନ୍ଦ୍ର ସିଂ ଧୋନୀ ବୋଲି ଆଖ୍ୟା ଦେଇଛନ୍ତି ଅଷ୍ଟ୍ରେଳିଆ କୋଚ୍‌ ଜଷ୍ଟିନ…

ଷୋଡ଼ଶ ବିଧାନସଭା: ରାଜ୍ୟ ସରକାରଙ୍କୁ…

ଭୁବନେଶ୍ବର: ଆଜିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହି ବଜେଟ୍ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ…

ଭାରସାମ୍ୟ ହରାଇଲା ବସ୍‌; ୬ ମୃତ, ୩୯ ଆହତ

ରାଞ୍ଚି : ଝାରଖଣ୍ଡର ଗଢ଼ୱାରେ ଆଜି ସକାଳେ ଏକ ବଡ଼ ସଡକ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍‌ଟି ଗଭୀର ଘାଇକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଓ…

ବିଶ୍ବ କପ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା…

ରାଉରକେଲା : ରାଉରକେଲା ସହରରେ ବିଶ୍ଵକପ କ୍ରିକେଟ ମ୍ୟାଚକୁ ନେଇ ବେଟିଂ ଚାଲିଛି । ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି । ଗତ କାଲି ସହରର ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ବେଟିଂ ଚାଲିଥିବାବେଳେ ପୁଲିସ ସେଠାରେ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଛି। ଘଟଣାସ୍ଥଳରୁ ପୁଲିସ ୩୧ ଲକ୍ଷ ଟଙ୍କା ଏବଂ ୧୫ଟି ମୋବାଇଲ…

ଆଜିଠାରୁ ବସୁଛି ବିଧାନସଭା ଅଧିବେଶନ

ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଯାଉଥିବା ଚଳିତ ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟ ଦିବସ। ଆସନ୍ତା ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ…

ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ…

ଭୁବନେଶ୍ବର : ଆଜି ବସୁଛି ରାଜ୍ୟ ବିଧାନସଭା ଅଧିବେଶନ ଏଥିପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୯୦ ଜଣ ଅଫିସର, ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା, ୨୮ ପ୍ଲାଟୁନ୍ ଫେ।ର୍ସ, ଟାକ୍ଟିକାଲ ଫେ।ର୍ସ, ରୁଫଟପ୍ ଫେ।ର୍ସ ଆଦି ବନ୍ଦେ।ବସ୍ତ କରାଯାଇଛି । ତିନେ।ଟି କଣ୍ଟ୍ରୋଲ ରୁମ୍…

ବିଜେପି ବିଧାୟକ ଦଳ ନେତା ହେଲେ ପ୍ରଦୀପ୍ତ…

ଭୁବନେଶ୍ୱର: ଗତ କାଲି ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁଶ୍ରୀ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପିର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ…