Odisha Link
Bridging the Missing Links in Odisha

ସିଏମ୍‌ଓ-ବସ୍‌ ମାଲିକ ସଂଘ ବୈଠକ ଶେଷ:…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ବସ ସଂଘ ଧର୍ମଘଟ ଡାକରା ଦେଇଛି। ଏହାପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବୈଠକ ହୋଇଛି। ବସ ସଂଘର ସଦସ୍ୟ ବୈଠକରେ ଉପସ୍ଥିତ ରହିଥିବା ଜଣାପଡିଛି। ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ସରକାର ଦାବି…

ନିର୍ବାଚନୀ ବିଗୁଲ୍: ୫ ରାଜ୍ୟର ୬୭୯…

ଓଏଲ୍ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ…

ଅମାନିଆଙ୍କୁ ସାବାଡ଼; ସ୍ପେଶାଲ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍‌ କରାଯାଇଥିଲା। ଏହି ସମୟରେ ମଦ୍ୟପାନ, ରଙ୍ଗ୍‌ ରୁଟ୍‌ ଡ୍ରାଇଭ, ବେଆଇନ ପାର୍କିଂରୁ ୨୨୦ ଜଣ ଧରାପଡ଼ି ତଣ୍ଡ ଗଣିଛନ୍ତି। କମିଶନରେଟ୍‌ ପୁଲିସ ପକ୍ଷରୁ ୭ ଓ ୮ ତାରିଖରେ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। ଆଗକୁ ପୂଜା ଆସୁଥିବାରୁ…

ଆରମ୍ଭ ହେଲା ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ…

ଓଏଲ୍‌ ବ୍ୟୁରୋ: ଜଳ ହିଁ ଜୀବନ। ରାଜ୍ୟରେ ଜଳ ଯୋଗାଣର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି। ରାଜ୍ୟର ନୂଆ ୫ଟି ସହର ଏବଂ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଆରମ୍ଭ ହେବ। ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ…

ମୁଖ୍ୟମନ୍ତ୍ରୀଙ୍କ ପାର୍ବଣ ଭେଟି; କଟକରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ବଣ ଭେଟି ଦେଇଛନ୍ତି।…

ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ; ଯୁଦ୍ଧରେ…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ତୃତୀୟ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏହାସହ ୩୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଇସ୍ରାଏଲ…

କିଙ୍ଗ୍‌ ଖାଁଙ୍କୁ ମିଳିବ ୱାଇ ପ୍ଲସ୍…

ଓଏଲ୍‌ ବ୍ୟୁରୋ: ଶାହାରୁଖ ଖାଁଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି ଶାହାରୁଖଙ୍କୁ ମିଳିବ ୱାଇ ପ୍ଲସ୍ ସୁରକ୍ଷା।ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏହି ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର। ୱାଇ ପ୍ଲସ୍ ସୁରକ୍ଷା ୬ଟି ପୁଲିସ୍ କମାଣ୍ଡୋଙ୍କୁ ନେଇ ଗଠିତ। ଏମପି-୫ ମେସିନ୍ ବନ୍ଧୁକ,ଏକେ…

ଚିନ୍ତା ବଢ଼ାଉଛି ସ୍କ୍ରବ୍‌ ଟାଇଫସ୍‌:…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଜଣେ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ…

ବିଧାନସଭା ନିର୍ବାଚନ: ଆଜି ୫ ରାଜ୍ୟ ପାଇଁ…

ଓଏଲ୍ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ…

ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା…

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ସହର ମହକୁୁମାରେ ପଠାଣ ସାହିରେ ଦେଖିବାକୁ ମିଳିଛି ଅନନ୍ୟ ଦୃଶ୍ୟ। ବାପାଙ୍କ ପରଲୋକ ପରେ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛି ଝିଅ। କିଛି ବଡ଼ ସହରରେ ଝିଅମାନେ ମୁଖାଗ୍ନି ଦେଉଥିବା କଥା ହୁଏତ ଆପଣମାନେ ଜାଣିଥିବେ। କିନ୍ତୁ ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ…