Odisha Link
Bridging the Missing Links in Odisha

ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀଙ୍କୁ…

ଓଏଲ୍‌ ବ୍ୟୁରୋ: ବଣାଇରେ ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀଙ୍କୁ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଲହୁଣିପଡ଼ା ଥାନା ବାଙ୍କୀ ରେଂଜ ପାଲବାହାଲ ଗାଁରେ ଏହି ଘଟଣା ଘଟିଥିବା ଜଣା ପଡିଛି। ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନକର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ଆଜି ଜିତିଲେ ଫାଇନାଲ୍ ଟିକେଟ୍

ଓଏଲ୍‌ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତ ଦମଦାର ବିଜୟ ହାସଲ କରିଛି। ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ୫୦ ଓଭରରେ ଭାରତର ସ୍କୋର ୩୫୬ ରନ୍ ହୋଇଥିଲା। ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଥିଲା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ନୂଆପଡ଼ା ରାସ୍ତାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ରାସ୍ତାରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣା ପଡିଛି। ଘଟଣାସ୍ଥଳରେ ସ୍ତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ବୋଡେନ୍ ଥାନା ଅନକାପୁର ଗାଁ ନିକଟରେ ୨ ବାଇକ…

ପାକିସ୍ତାନକୁ ହରାଇଲା ଭାରତ,…

ଓଏଲ୍‌ ବ୍ୟୁରୋ: ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ତେବେ ଭାରତର ବିଶାଳ ବିଜୟ ପରେ ବାଲୁକା କଳାରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ସୁଦର୍ଶନ…

ମରକ୍କୋରେ ପ୍ରକୃତିର ତାଣ୍ଡବ, ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଆଫ୍ରିକାର ଦେଶ ମରକ୍କୋରେ ପ୍ରକୃତିର ତାଣ୍ଡବ। ଦୟନୀୟ ଚିତ୍ର ସୃଷ୍ଟି କରିଛି ମରକ୍କୋ ଭୂମିକମ୍ପ। ଶୁକ୍ରବାର ଆଫ୍ରିକୀୟ ଦେଶ ମରକ୍କୋରେ ହୋଇଥିଲା ଭୂମିକମ୍ପ। ୬.୮ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୮୦୦କୁ ବୃଦ୍ଧି ପାଇଛି। ଏବେ ବି ଧ୍ବଂସସ୍ତୁପରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି।…

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ:…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ସାମିଲ ହୋଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବୈଠକ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ବିଭାଗୱାରୀ ସମୀକ୍ଷା କରାଯିବା ସୂଚନା ରହିଛି। ବିଭିନ୍ନ…

୬୯ ବର୍ଷ ବୟସରେ ସେଲ୍‌ଫି ନିଶା, ଅଳ୍ପକେ…

ଓଏଲ୍‌ ବ୍ୟୁରୋ: ସେଲ୍‌ଫି ଏବେ ସମସ୍ତଙ୍କ ପ୍ରିୟ କାମ ପାଲଟି ଗଲାଣି। ଛୋଟ ଛୁଆରୁ ବୃଦ୍ଧ ଯାଏଁ ଯାହା ହାତରେ ଦେଖିବା ଗୋଟିଏ ସ୍ମାର୍ଟ ଫୋନ। ତେବେ ଏହି ସ୍ମାର୍ଟ ଫୋନରେ ସେଲ୍ଫି ନେବା ସମୟରେ ଜଣେ ମହାନଦୀରେ ଖସିପଡ଼ିଥିବା ଜଣା ପଡିଛି। ସେଲ୍‌ଫି ନେଲା ବେଳେ ଖସି ପଡ଼ିଥିବା ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି।…

ଲାଞ୍ଚ ନେବା ହେଲା କାଳ, ଜଣେ ପୂର୍ବତନ…

ଓଏଲ୍‌ ବ୍ୟୁରୋ: ଜଟଣୀ ବଡ଼ନୂଆଗାଁ ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ୩ ବର୍ଷ ଜେଲ୍‌ ହୋଇଥିବା ଜଣା ପଡିଛି। ୨ଟି ମାମଲାରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଘୋଷଣା କରିଛନ୍ତି। ଗୋଟିଏରେ ୩ ବର୍ଷ ଓ ଅନ୍ୟଟିରେ…

ଏସିଆ କପ୍ ୨୦୨୩: ଭାରତ-ପାକିସ୍ତାନ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଥିଲା। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଆରମ୍ଭ ହୋଇଛି।…

ବାଧକ ସାଜିଲା ବର୍ଷା, ଭାରତ-ପାକିସ୍ତାନ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଥିଲା। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଆରମ୍ଭ ହେବାକୁ ଥିବାବେଳେ…