Odisha Link
Bridging the Missing Links in Odisha

ରାଜ୍ୟରେ ପୁଣି ଲଗାଣ ବର୍ଷାର ଆଶଙ୍କା, ୨୪…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ତେବେ ତାହା ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଥିଲା। ବର୍ତ୍ତମାନ ପୁଣି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ…

ହିଟ୍ ମ୍ୟାନଙ୍କ ରେକର୍ଡ, ୧୦ ହଜାର ରନ୍…

ଓଏଲ୍‌ ବ୍ୟୁରୋ: ଆଜି ସୁପର ଫୋର ମୁକାବିଲାର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିଛି ଟିମ ଇଣ୍ଡିଆ। ଆଜି ଯଦି ଟିମ ଇଣ୍ଡିଆ ଶ୍ରୀଲଙ୍କା ବିରୋଧରେ ବିଜୟ ଲାଭ କରିବ, ତେବେ ଫାଇନାଲକୁ ଯିବା ପାଇଁ ବାଟ ଫିଟିଯିବ। ତେବେ ଭାରତ ବନାମ ଶ୍ରୀଲଙ୍କା ମ୍ୟାଚରେ ଟସ ଜିତିଛି ଭାରତ। ଟସ ଜିତିବା ପରେ ରୋହିତ ଶର୍ମା…

ନିଯୁକ୍ତିଭିତ୍ତିକ ଶିଳ୍ପ ସ୍ଥାପନରେ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ ହୋଇଯାଇଛି। ଶିଳ୍ପ ବିକାଶ ଓ ନିଯୁକ୍ତି ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି। ନିଯୁକ୍ତିଭିତ୍ତିକ ଶିଳ୍ପ ସ୍ଥାପନରେ ଅବ୍ୟବହୃତ ଜମି ବ୍ୟବହୃତ ହେବ। ଓରିଏଣ୍ଟ ପେପର ମିଲ ଓ ଓଟିଏମର ଅବ୍ୟବହୃତ ଜମି ଉପରେ ଫୋକସ…

ଆଜି ଭାରତ ବନାମ ଶ୍ରୀଲଙ୍କା, ପ୍ରଥମେ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତ ଦମଦାର ବିଜୟ ହାସଲ କରିଛି। ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ୫୦ ଓଭରରେ ଭାରତର ସ୍କୋର ୩୫୬ ରନ୍ ହୋଇଥିଲା। ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଥିଲା…

ଦଳୀୟ ପଦ ହରାଇଲେ ସୌମ୍ୟ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି…

ସୌରିନ୍ ଭଟ୍ଟଙ୍କୁ ନେଇ ଥମୁନି ବିବାଦ,…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଜଣେ ଯୁବତୀ ଯୌନ ଶୋଷଣ ମାମଲା ନେଇ ଅଭିଯୋଗ ଆଣିଥିବା ଜଣା ପଡିଛି। ଏହି ମାମଲାରେ ମହିଳା ଥାନା ପକ୍ଷରୁ ସୌରିନ୍ ଭଟ୍ଟଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ଚିଠି ଦିଆଯାଇଛି। କୋଲକାତାର ବ୍ୟାଙ୍କ ଅଫ୍ ବରୋଦା,…

କ୍ୟାପିଟାଲ ହସ୍ପିଟାଲ ପରିସରରେ ଥମୁନି…

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲ ପରିସରରେ ଥମୁନି ଅଶାନ୍ତି। କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି। ନୂଆ ଟେଣ୍ଡର ନୀତିକୁ ବିରୋଧ କରି ସଫେଇ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ପାଖାପାଖି ୨୫୦ କର୍ମଚାରୀ କାଲିଠୁ ଆନ୍ଦୋଳନ ଚଳାଇଥିବାରୁ ସଫେଇ କାମ ବନ୍ଦ ରହିଛି। କାଲିଠାରୁ…

ଭିତରକନିକାରେ ବଢ଼ିଲା ଦେଶୀୟ ପକ୍ଷୀ…

ଓଏଲ୍‌ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ଜଣା ପଡିଛି। ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ୨୬୧୧୮ ଟି ବସାରୁ ୧୨୩୮୬୭ ଟି ପକ୍ଷୀ ଗଣନା କରାଯାଇଛି। ଗତବର୍ଷ ୨୪୬୬୪ଟି…

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଭୟଭୀତ…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି,…

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା:…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ହାର ଆଶା ଆଶଙ୍କା ବଢ଼ିବାରେ ଲାଗିଛି। ଆସନ୍ତାକାଲି ନିର୍ବାଚନ ପ୍ରସ୍ତୁତି…