Odisha Link
Bridging the Missing Links in Odisha
Browsing Tag

ନୟାଗଡ଼

ନୟାଗଡ଼ରେ ଗୁଜରାଟ ଫେରନ୍ତା କରୋନା…

ଭୁବନେଶ୍ବର: ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ୪୦ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ଗୁଜରାଟର ସୁରତରୁ ଫେରିଥିଲେ ଓ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହୁଥିଲେ। ପଡ଼ୋଶୀ ଗଂଜାମ ଜିଲ୍ଲା ଗୁଜରାତ ଫେରନ୍ତା କରୋନା ଆକ୍ରାନ୍ତଙ୍କ ହଟସ୍ପଟ୍‌ ପାଲଟିଥିବା ବେଳେ ଏବେ ନୟାଗଡ଼କୁ ମଧ୍ୟ ଏହା…

ନୟାଗଡ଼ରେ ନିଆରା ବିବାହ: ବରକନ୍ୟାଙ୍କ…

ନୟାଗଡ଼: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ହେଲା ବାହାଘର। ବାହାଘରରେ ନା ବାଜା ବାଜିଲା ନା ବାଣ ଫୁଟିଲା। ବରଯାତ୍ରୀ ତ ଦୂରର କଥା ଏପରିକି ପୂରୋହିତ ମଧ୍ୟ ନଥିଲେ ବାହାଘରରେ। ତଥାପି ହୋଇଛି ବାହାଘର। ଏମିତି ଏକ ଖବର ଯାହା ଏବେ ଚର୍ଚ୍ଚାରେ। ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ନୟାଗଡ଼ରେ ଆରମ୍ଭ ହେଲା “ଟେଲିମେଡିସିନ”…

ନୟାଗଡ଼: କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌ଡାଉନ୍। ଫଳରେ ସାରା ଦେଶରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଏହି ଲକ୍‌ଡାଉନ୍‌ ସମୟରେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଅନେକ ରୋଗୀ ମେଡିକାଲ ଯିବା ଆସିବା ସହଜରେ କରି ପାରୁନାହାନ୍ତି ଏବଂ ସଠିକ୍ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନଜରରେ ରଖି…

ନୃଶଂସ: କରୋନା ଯୋଦ୍ଧାଙ୍କ ମୁହଁରେ…

ନୟାଗଡ଼: ଜିଲ୍ଲାର ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଗେନେଗେଣ୍ଡା ଗାଁରେ ଏକ ଅତି ନାରକୀୟ କାର୍ଯ୍ୟ ଦେଖିବାକୁ ମିଳିଛି। କରୋନା ଯୁଦ୍ଧରେ ସାମିଲ ଜଣେ ଆଶାକର୍ମୀ ଗାଁକୁ ଯାଇ କରୋନା ସମ୍ପର୍କରେ ସଚେତନ କରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ମୁହଁରେ ଗରମ ପେଜ ଢାଳି ଦେଇଥଇବା ଅଭିଯୋଗ ହୋଇଛି। ତେବେ ପୂର୍ବ…

ନୟାଗଡ଼: ଲକ୍‌ଡାଉନ୍ ସମୟରେ ପ୍ରାଣନେଲା…

ନୟାଗଡ଼: ବର୍ତ୍ତମାନ ସମୟରେ ଟିକ୍‌ଟକ୍‌ ନିଶାରେ ଯୁବପିଢ଼ୀ। ଟିକ୍‌ଟକ୍‌ ଭିଡିଓ ନିଶା ପାଇଁ ଅନେକଙ୍କ ମୃତ୍ୟୁ ହେଲାଣି ହେଲେ ଯୁବପିଢୀ ସଜାଗ ହେଉନାହାନ୍ତି। ଏବେ ସାରା ଦେଶ ଲକ୍‌ଡାଉନ୍। ଏଭଳି ସମୟରେ ନୟାଗଡ଼ ଜିଲ୍ଲାରୁ ଆସିଲା ଲୋମଟାଙ୍କୁରା ଘଟଣା। ଟିକଟକ୍ କରିବା ନିଶା ନେଇଗଲା ଜୀବନ। ଯାହାକୁ ନେଇ ନୟାଗଡ଼…

କାଜୁ ପାଇଁ ଗୋଷ୍ଠୀ ସଂଘର୍ଷ: ୨ ମୃତ, ୫…

ନୟାଗଡ଼: ମହାମାରୀ କରୋନା ଭାଇରସ ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍। ହେଲେ ଏହାରି ମଧ୍ୟରେ ଆସିଛି ଗୋଷ୍ଠୀ ସଂଘର୍ଷ ଖବର। ନୟାଗଡ଼ ଜିଲ୍ଲାର ରଣପୁର ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳରେ ଗତକାଲି ଏକ କାଜୁ ଜଙ୍ଗଲକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର…

ଅରୁଣଙ୍କୁ ଘାରିଲା ପରାଜୟ ଭୟ, ପ୍ରାର୍ଥୀ…

ନୟାଗଡ଼: ବ୍ରହ୍ମ ବିଭ୍ରାଟ ଠାରୁ ଚିଟ୍‌ ଫଣ୍ଡ୍‌ ଯାଏଁ, ଛବି ବର୍ଦ୍ଧନ ହତ୍ୟାକାଣ୍ଡ ଠାରୁ ପ୍ରଫୁଲ୍ଲ ମହାନ୍ତି ହତ୍ୟା ଯାଏଁ, ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତି ହଟାଇବା ଠାରୁ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ବସାଇ ନ ଦେବା ଯାଏଁ; ସବୁ ଘଟଣାରେ ବିବାଦୀୟ ହୋଇଥିବା ନୟାଗଡ଼ ବିଧାୟକ ଅରୁଣ କୁମାର…