Odisha Link
Bridging the Missing Links in Odisha
Browsing Tag

ଭୁବନେଶ୍ବର

ଲକ୍‌ଡାଉନ୍: କଟକ-ଭୁବନେଶ୍ବରରେ ଓଲା…

ଭୁବନେଶ୍ବର: କରୋନା ପାଇଁ ଲକ୍‌ଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବାଗୁଡ଼ିକ ଛାଡ଼ି ସମସ୍ତ ସେବା ବନ୍ଦ ଥିଲା। ସାଧାରଣ ପରିବହନ ବ୍ୟବସ୍ଥା, କ୍ୟାବ୍‌ ସର୍ଭିସ୍‌ ଆଦି ମଧ୍ୟ ବନ୍ଦ ରହିଥିଲା। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ଭାବେ କଟକ ଓ ଭୁବନେଶ୍ବରରେ ଓଲା କ୍ୟାବ୍‌ ସେବା ପୁଣି ଆରମ୍ଭ…

ଆସିଲା ଗତକାଲି ଚିହ୍ନଟ ହୋଇଥିବା ୪ କରୋନା…

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ସେମାନଙ୍କର ତଥ୍ୟ ପ୍ରକାଶ କରିଛନ୍ତି ସରକାର। ୪ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଁଞ୍ଚିଛି। ତେବେ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ସୁନ୍ଦରଗଡ ଜିଲ୍ଲାର ବିସ୍ରା ଅଞ୍ଚଳର…

ଝାରପଡ଼ାରେ ମା’ ଓ ଦୁଇ ଝିଅଙ୍କୁ…

ଭୁବନେଶ୍ବର: ଝାରପଡ଼ା-ସତ୍ୟନଗର ଅଞ୍ଚଳରେ ପୂର୍ବରୁ ଗୋଟିଏ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରୁ ୧୮ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଗତକାଲି ଏହି ପରିବାରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଗତକାଲି ଆକ୍ରାନ୍ତ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ୩୭ ବର୍ଷର ମହିଳା ଓ ତାଙ୍କର ଦୁଇ ଝିଅ ଅଛନ୍ତି।…

ଭୁବନେଶ୍ବର: ଏହି ୧୨୧ ଦୋକାନ ଘରେ…

ଭୁବନେଶ୍ବର: ଓଡ଼ିଶା ଡ୍ରଗ୍‌ କଣ୍ଟ୍ରୋଲରଙ୍କ ସହଯୋଗରେ ଭୁବନେଶ୍ବର ମହାନଗର ନିଗମ ରାଜଧାନୀରେ ୧୨୧ଟି ଔଷଧ ଦୋକାନ ସ୍ଥିର କରିଛନ୍ତି। ଏହି ସବୁ ଦୋକାନରୁ ସହରବାସୀ ନିଜ ଘରକୁ ଔଷଧ ମଗାଇପାରିବେ। କରୋନା ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ଘରୁ ନ ବାହାରିବା ଲାଗି ବିଏମ୍‌ସି କର୍ତୃପକ୍ଷ ପରାମର୍ଶ ଦେଇଥିବା ବେଳେ…

ଫେସ୍‌ବୁକରେ ସାଇବର ଠକ: ଏହି ନମ୍ବରରେ…

ଭୁବନେଶ୍ବର: ରାଜ୍ୟବାସୀ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ଆରମ୍ଭ ହୋଇଯାଇଛି ସାଇବର ଠକେଇର ନୂଆ ଅଧ୍ୟାୟ। ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ବନ୍ଦ ଥିବା ବେଳେ ମଦ ହୋମ୍‌ ଡେଲିଭରୀ ନାମରେ ଠକେଇର ଜାଲ ବିଛାଇଛନ୍ତି ସାଇବର ଡକାୟତ। ଫେସବୁକ୍‌କୁ ଏଥିପାଇଁ ଏମାନେ ସହଜ ମାଧ୍ୟମ କରିଛନ୍ତି।…

କରୋନା: ଓଡ଼ିଶାରେ ପହଞ୍ଚିଲା ୩୫୦୦ କେଜି…

ଭୁବନେଶ୍ବର: କୋଭିଡ୍-୧୯ ପରୀଷଣ କିଟ୍‌ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ସୋମବାର ସଂଧ୍ୟାରେ ୩,୫୦୦ କେଜିର ସ୍ବାସ୍ଥ୍ୟ ସାମଗ୍ରୀ ସହ ଧରି ଭାରତୀୟ ବାୟୁସେନାର ଏକ ବିମାନ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ବିମାନଟି ଚେନ୍ନାଇ ନିକଟସ୍ଥ ତାମ୍ବାରାମ ଏୟାର…

କରୋନା: ଭୁବନେଶ୍ବରରେ ୩୦ ସକ୍ରିୟ, ୨ଟି…

ଭୁବନେଶ୍ବର: ଓଡ଼ିଶାରେ ଏଯାବତ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୩୨ ଜଣ ଠାବ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୩୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ତେବେ ଏହି ୩୦ ଜରଭ୍କ ମଧ୍ୟରୁ ୨୮ ଜଣ ଦୁଇଟି ପରିବାର ମଧ୍ୟରେ ସୀମିତ। ଗତ…