Odisha Link
Bridging the Missing Links in Odisha
Browsing Tag

ଅସୁସ୍ଥ

ଗଣେଶ ପୂଜା ପ୍ରସାଦ ଖାଇ ୩୦୦ ଅସୁସ୍ଥ

କାଶୀନଗର: ଗଣେଶ ପୂଜା ପ୍ରସାଦ ସେବନ କରି ଗୋଟିଏ ଗ୍ରାମର ୩ ଶହ ଲୋକ ଅସୁସ୍ଥ। ଏହି ଘଟଣା ଘଟିଛି କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁରେ। ଗତକାଲି ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ ଗ୍ରାମର ପ୍ରାୟ ୪୦୦ ଜଣ ଅନ୍ନପ୍ରସାଦ ସେବନ କରିଥିଲେ। ପ୍ରସାଦ ସେବନ…

ବିଧାନସଭାରେ ଅସୁସ୍ଥ ହେଲେ ତାରା

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି ବିଧାୟକ ତାରା ବାହିନୀ ପତି। ବାଚସ୍ପତିଙ୍କ ପୋଡିୟମ ତଳେ ଥିବା ଚେୟାର ଉପରେ ଚଢି ପ୍ରତିବାଦ କରୁଥିବା ବେଳେ ତାରା ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ତେବେ ସଙ୍ଗେ ସଙ୍ଗେ ସହଯୋଗୀ ବିଧାୟକ ତାରାଙ୍କୁ ପାଣି ପିଇବାକୁ ଦେଇ…

ଭୋଜି ଖାଇ ୧୪ ଅସୁସ୍ଥ, ଗୁରୁତରଙ୍କୁ କଟକ…

ଆରଡ଼ି: ଭୋଜି ଖାଇ ୧୪ଜଣଙ୍କୁ ଝାଡ଼ାବାନ୍ତି। ଭଦ୍ରକ କଜିଲା ଧୁଷୁରୀ ଥାନା ଅଧିନସ୍ଥ ସୁନ୍ଦରପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗାଁରେ ଜଣଙ୍କ ଘରେ ଜଗନ୍ନାଥଙ୍କ ପୂଜା ଆୟୋଜନ ହୋଇଥିଲା। ଏହି ପୂଜାରେ ଭୋଜିଭାତର ଆୟୋଜନ କରାଯାଇଥିଲା। ଏହି ଭୋଜି ଖାଇ ୧୪ ଜଣଙ୍କୁ ଝାଡ଼ାବାନ୍ତି…

ମନମୋହନ ସିଂହ ଅସୁସ୍ଥ, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ଆଜି ରାତିରେ ଦିଲ୍ଲୀ ସ୍ଥିତ ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଆଜି ରାତି ୮ଟା ୪୫ରେ ହୃଦରୋଗ ବିଭାଗରେ ଚିକିତ୍ସା ପାଇଁ ରଖାଯାଇଛି। ୮୭ ବର୍ଷିୟ…