Odisha Link
Bridging the Missing Links in Odisha
Browsing Tag

ଆଇଏଏସ୍

୫ ଆଇଏଏସ୍‌ ଅଧିକାରୀଙ୍କୁ ଜେଲ୍‌…

ବିଜୟୱାଡ଼ା: ଅଦାଲତା ଅବମାନନା ଅପରାଧ‌ରେ ଦୋଷୀ ସାବ୍ୟସ୍ତ କରି ୫ ‘ଆଇଏଏସ୍‌’ ଅଧିକାରୀଙ୍କୁ ଜେଲ୍‌ ଦଣ୍ଡାଦେଶ। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଆଇଏଏସ୍‌ ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ‌ ଦେଇଛନ୍ତି। ନେଲୋର୍‌ ଜିଲ୍ଲାର ଭେଙ୍କଟଚଳମ୍‌ ମଣ୍ଡଳ ଅନ୍ତର୍ଗତ କାନପୁର ଗ୍ରାମର ତଲ୍ଲପକ ସବିତ୍ରମ୍ମା…

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଇଏଏସ୍ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବଙ୍କୁ ଅର୍ଥ ବିଭାଗ ପ୍ରମୁଖ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି।…

ଆଇଏଏସ୍‌ ପରୀକ୍ଷାରେ ଓଡ଼ିଆ: ଶ୍ରେଷ୍ଠ…

ଭୁବନେଶ୍ବର: ଆଜି ସର୍ବଭାରତୀୟ ଲୋକସେବା ଆୟୋଗ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୧୯ର ଫଳାଫଳ ପ୍ରକାଶ ପାଇଛି। ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଦୀପ ସିଂହ ଏକ ନମ୍ବର ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ତାଲିକାରେ ଓଡ଼ିଶାର ଦୁଇ ଜଣ ଥିବା ବେଳେ ଆଉ ୧୮ ଜଣ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି।…

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ, ୪ ନୂଆ…

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରାଶାସନିକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଖୋର୍ଦ୍ଧାର ଜିଲ୍ଲାପାଳ ବଦଳିଛନ୍ତି। ଏହା ଭିନ୍ନ ୪ ଜଣ ନୂଆ ପ୍ରଶାସକଙ୍କୁ ମଧ୍ୟ ଆଜି ଦାୟିତ୍ବ ଅର୍ପଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଓଏଏସ୍‌ ଅଧିକାରୀ ସୀତାଂଶୁ କୁମାର ରାଉତଙ୍କ ବ୍ରହ୍ମପୁରର ଚକବନ୍ଦୀ ଓ…