Odisha Link
Bridging the Missing Links in Odisha

ଆଇଏଏସ୍‌ ପରୀକ୍ଷାରେ ଓଡ଼ିଆ: ଶ୍ରେଷ୍ଠ ୧୦ରେ ୨ ଜଣଙ୍କ ସମେତ ୨୦ ଜଣ ସଫଳ

ଭୁବନେଶ୍ବର: ଆଜି ସର୍ବଭାରତୀୟ ଲୋକସେବା ଆୟୋଗ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୧୯ର ଫଳାଫଳ ପ୍ରକାଶ ପାଇଛି। ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଦୀପ ସିଂହ ଏକ ନମ୍ବର ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ତାଲିକାରେ ଓଡ଼ିଶାର ଦୁଇ ଜଣ ଥିବା ବେଳେ ଆଉ ୧୮ ଜଣ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି।

ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ ଥିା ବେଳେ ଦଶମ ସ୍ଥାନରେ ଅଛନ୍ତି ଓଡ଼ିଶାର ସଞ୍ଜିତା ମହାପାତ୍ର। ଓଡ଼ିଶାର ଆଉ କେଉଁମାନେ ଏହି ସଫଳତା ପାଇଛନ୍ତି ସେମାନଙ୍କ ନାମ ଓ ର‍୍ୟାଙ୍କ୍‌ ଜାଣନ୍ତୁ।

୧୦୭- ଅଂଶୁମାନ ରାଜ
୧୨୦- ଅନୁପ ଦାସ
୧୨୫- ନବଲ କୁମାର ଜୈନ
୧୯୦- ଶୈଳଜା ଦାସ
୨୦୨- ରାହୁଲ ମିଶ୍ର
୨୨୫-ହେମା ନାୟକ
୨୨୯- ଆରୁଷୀ ମିଶ୍ର
୨୯୧- ଆଶିଷ ଦାସ
୨୯୪- ଅଙ୍କିତ ଶଙ୍କର ମିଶ୍ର
୩୦୦- ସୋନାଲି ମିଶ୍ର
୩୧୨- ଦିବ୍ୟା ମିଶ୍ର
୩୬୧- ଅର୍ଘ୍ୟ ପଟ୍ଟନାୟକ
୩୭୯-ଜୁବିନ ମହାପାତ୍ର
୪୪୧- ସମୀର କୁମାର ଜେନା
୫୭୬- ମାନସ ରଞ୍ଜନ ସାହୁ
୭୧୨- ଶିବମ ମିଶ୍ର
୭୧୫- ଓମ୍‌ ପ୍ରସାଦ ମହାନ୍ତି
୮୧୯- ବିଭୂତି ଭୂଷଣ ନାୟକ

Comments are closed.