Odisha Link
Bridging the Missing Links in Odisha
Daily Archives

August 4, 2020

ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିଅମ୍‌ ଓ ଇସ୍ପାତ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି ଧର୍ମେନ୍ଦ୍ର। ପଡ଼ୋଶୀ ଗୁରୁଗ୍ରାମରେ ଥିବା ମେଦାନ୍ତ ହସ୍ପିଟାଲରେ ସେ ଏବେ ଚିକିତ୍ସିତ ହେଉଛନ୍ତି।…

ଆଇଏଏସ୍‌ ପରୀକ୍ଷାରେ ଓଡ଼ିଆ: ଶ୍ରେଷ୍ଠ…

ଭୁବନେଶ୍ବର: ଆଜି ସର୍ବଭାରତୀୟ ଲୋକସେବା ଆୟୋଗ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୧୯ର ଫଳାଫଳ ପ୍ରକାଶ ପାଇଛି। ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଦୀପ ସିଂହ ଏକ ନମ୍ବର ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ତାଲିକାରେ ଓଡ଼ିଶାର ଦୁଇ ଜଣ ଥିବା ବେଳେ ଆଉ ୧୮ ଜଣ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି।…

ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷା:…

ଭୁବନେଶ୍ବର: ଆଜି ସର୍ବଭାରତୀୟ ଲୋକ ସେବା ଆୟୋଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଦୁଇ ଜଣ ଶ୍ରେଷ୍ଠ ୧୦ ମଧ୍ୟରେ ଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ଥାନୀୟ ବାଜିରାଓ ଆଇଏଏସ୍‌ ଏକାଡେମୀର ଛାତ୍ରୀ ସଂଜିତା ମହାପାତ୍ର। ଦେଶର ଏକ ଜଣାଶୁଣା ଆଇଏଏସ୍‌…

କର୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ…

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟେଦିୟୁରପ୍ପା,ତାଙ୍କ ଝିଅ ଓ ୬ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି କର୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ମଧ୍ୟ ଏହି ମହାମାରୀ କବଳରେ ପଡ଼ିଛନ୍ତି। ସିଦ୍ଧରମେୟା କରୋନା ଆକ୍ରାନ୍ତ ବୋଲି ନିଜେ ଟୁଇଟ୍‌ କରି…