Odisha Link
Bridging the Missing Links in Odisha
Browsing Tag

ଗଞ୍ଜାମ

ଲେଉଟିଲା ଲକ୍‌ଡାଉନ୍: ଖୋର୍ଦ୍ଧା,…

ଭୁବନେଶ୍ବର: ପୁଣି ଫେରିଲା ଲକ୍‌ଡାଉନ୍। ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ ହେଉଥିବା ବେଳେ ଏ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଆସନ୍ତାକାଲି (ଜୁଲାଇ ୧୭) ୯ଟା ଠାରୁ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ରାଜ୍ୟର ୪ ଜିଲ୍ଲା ଓ ଗୋଯିଏ ମ୍ୟୁନିସପାଲିଟିରେ ତାଲାବନ୍ଦ ଲାଗୁ ହେବ…

କରୋନା ମୃତ୍ୟୁ: ଗଞ୍ଜାମରେ ୧, ରାଜ୍ୟରେ…

ଭୁବନେଶ୍ବର: ସପ୍ତାହ ତଳେ ଜଣେ ବି ରୋଗୀ ନଥିବା ଗଞ୍ଜାମ ଜିଲ୍ଲାରେ ମେ' ୩ ତରିଖରୁ ଏଯାବତ୍‌ ୧୧୮ ଜଣ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ଜଣଙ୍କର ଗତକାଲି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ମୋଟ ୩୫୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ପ୍ରାଣହାନି ଘଟିଛି।…

ଯାଜପୁରକୁ ଟପିଲା ଗଞ୍ଜାମ, ୭୧ କରୋନା…

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖା ଦୃଷ୍ଟିରୁ ରାଜ୍ୟରେ ପ୍ରଥମେ ଏକ ନମ୍ବର ସ୍ଥାନରେ ଥିଲା ଭୁବନେଶ୍ବର। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ବରକୁ ଟପି ଯାଜପୁର ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲା। ସପ୍ତାହେ ତଳେ ଆଦୌ ଗୋଟିଏ ବି କରୋନା ରୋଗୀ ନଥିବା ଗଞ୍ଜାମ…

ରେଡ୍‌ ଜୋନ୍‌ରେ ଗଞ୍ଜାମ ଜିଲ୍ଲା

ଭୁବନେଶ୍ବର: ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଗଞ୍ଜାମକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହେ ହେଲା ସୁରତରୁ ଗଞ୍ଜମ ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ଓଡ଼ିଆମାନେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ରାଜ୍ୟରେ ୫ ଦିନ ଭିତରେ ୨୯ ଜଣ ସୁରତ ଫେରନ୍ତା…

ଗଞ୍ଜାମରେ ୨ ଆକ୍ରାନ୍ତ ସୁରତ ଫେରନ୍ତା,…

ଭୁବନେଶ୍ବର: ଗଞ୍ଜାମ କରୋନା ଆକ୍ରାନ୍ତ ଜିଲ୍ଲା ତାଲିକାରେ ସାମିଲ ହୋଇଥିବା ବେଳେ ଏଠାରେ ଚିହ୍ନଟ ୨ ଆକ୍ରାନ୍ତ ସୁରତ ଫେରନ୍ତା ଶ୍ରମିକ ବୋଲି ଜଣାପଡ଼ିଛି। ସରକାରଙ୍କ ସବୁଜ ସଂକେତ ପରେ ଏବେ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସୁରତରୁ ଓଡ଼ିଶା ଫେରୁଛନ୍ତି। ଅଧିକାଂଶ ଗଞ୍ଜାମ ଜିଲ୍ଲାର ହୋଇଥିବା…

କାଲିଠୁ ଗଞ୍ଜାମରେ କୋହଳ ହେବ କିଛିଟା…

ଗଞ୍ଜାମ: କାଲିଠାରୁ ଗଞ୍ଜାମ ଜିଲ୍ଲାରେ କିଛିଟା ଲକ୍‌ଡାଉନ୍ କଟକଣା କୋହଳ କରାଯିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଧାରିତ ଗାଇଡ୍ ଲାଇନ୍ ଅନୁସାରେ ଜିଲ୍ଲାରୁ କିଛି କଟକଣା ହଟାଯିବ। ତାହା ଅନୁଯାୟୀ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଗାଡ଼ି…