Odisha Link
Bridging the Missing Links in Odisha
Browsing Tag

ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ପୂରଣ ହେବ ୧୧,୪୫୦ ଶିକ୍ଷକ…

ଭୁବନେଶ୍ବର: ରାଜ୍ୟରେ ପୂରଣ ହେବ ୧୧,୪୫୦ ଶିକ୍ଷକ ପଦବୀ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧, ୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୬୧୯ଗୋଟି ଶିକ୍ଷକ ପଦବୀ…

ଅଗଷ୍ଟ ୧୪ରୁ ୧୬ ଭିତରେ +୨ ନାମଲେଖା ପାଇଁ…

ଭୁବନେଶ୍ୱର: ମାଟ୍ରିକ ଅଫଲାଇନ୍ ପରୀକ୍ଷା ପରେ +୨ ନାମଲେଖାକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ। ଏହାରି ମଧ୍ୟରେ +୨ ଆଡମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିବର୍ଷ ସପ୍ତାହେ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୪ରୁ ୧୬ ଭିତରେ ନାମଲେଖା…

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ…

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ। ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ  ଅସନ୍ତୋଷ ଥିବାବେଳେେ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆନେ୍ଦାଳନ କରୁଛନ୍ତି। ଏହାରି ମଧ୍ୟରେ ମା’ ଓ ପୁଅ ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଦେବାକୁ…

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ୩୦%…

ଭୁବନେଶ୍ୱର: ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ କମିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟରେ ୨ୟ ଲହର ପ୍ରଭାବ କମିନ ଥିବା ବେଳେ ତୃତୀୟ ଲହର ଆଶଙ୍କା କରାଗଲାଣି। ଏପରି ପରିସ୍ଥିତିରେ ସ୍କୁଲ କେବେ ଖୋଲିବ ଜଣା ନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନବମ…

ଜୁନରେ +୨ ପରୀକ୍ଷା ନେଇ ନିଷ୍ପତ୍ତି

ଭୁବନେଶ୍ୱର: +୨ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଧାରଣା। ଗତକାଲି ମାଟ୍ରିକ ପରୀକ୍ଷା ବାତିଲ ପରେ ଆଜି +୨ ପରୀକ୍ଷା ବାତିଲ ନେଇ +୨ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଭୁବନେଶ୍ୱର ଲୋୟର ପିଏମଜିରେ +୨ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। +୨ ପରୀକ୍ଷା ନେଇ ଜୁନ ମାସରେ ନିଷ୍ପତ୍ତି…