Odisha Link
Bridging the Missing Links in Odisha
Browsing Tag

ନନ୍ଦନକାନନ

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ମଙ୍ଗଳବାର ଏକ ହଳ ହୁଲକ୍‌ ଗିବନ୍‌ ଓ ଏକ ହଳ ଚିତା ବିରାଡ଼ି ନନ୍ଦନକକାନନ ଆସିଛନ୍ତି। ଅରୁଣାଚଳପ୍ରଦେଶ ଇଟ୍ଟାନଗରରୁ ଏହି ବିରଳ ପ୍ରାଣୀମାନଙ୍କୁ ବାଘ ସୋହିନୀ ଓ ରକି ପ୍ରତିବଦଳରେ ଅଣାଯାଇଛି। ହୁଲକ ଗିବନ ଓ ଚିତା…

ବର୍ଷାର ପ୍ରଭାବରୁ ଆଜି ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ଲଗାଣ ବର୍ଷା କାରଣରୁ ଆଜି ନନ୍ଦନକାନନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି। ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ କରିବା ନେଇ ନିଷ୍ପତି ନିଆଯାଇଛି। ତେବେ ଲଗାଇ ବର୍ଷା କାରଣରୁ କୌଣସି…

ନନ୍ଦନକାନନରେ ଜାଲି ଛିଣ୍ଡାଇ ବାହାରେ…

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଆତଙ୍କ। ନନ୍ଦନକାନନ ବାଘ ସଫାରୀରୁ ବାଘ ଜାଲି ଛିଣ୍ଡାଇ ପଳାଇଯିବା ଘଟଣା ସାମନାକୁ ଆସିଛି। ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତେ ସୁରକ୍ଷିତ ଅଛନ୍ତି। କର୍ମଚାରୀଙ୍କ ଉଦ୍ୟମ ଯୋଗୁ ପୁଣି ସଫାରୀକୁ ଫେରିଛି ମହାବଳ ବାଘ ରାଜେଶ। ଗୁରୁବାର ସକାଳେ ଫିଡିଂ ଚାମ୍ବରରୁ ରାଜେଶ ଓ ରୂପା…

ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ…

ଭୁବନେଶ୍ବର: ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ। ସମ୍ପୂର୍ଣ୍ଣ କୋଭିଡ ଗାଇଡ଼ଲାଇନ ନିୟମ ସହ ନନ୍ଦନକାନନ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।। ଜର, ଥଣ୍ଡା କାଶ ଥିଲେ ପର୍ଯ୍ୟଟକଙ୍କୁ ନନ୍ଦନକାନନ ବାରଣ କରାଯାଇଥିବା ବେଳେ। ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂର…

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ନନ୍ଦନକାନନକୁ ଆସୁଛନ୍ତି ନୂଆ ଅତିଥି। କେନ୍ଦ୍ରୀୟ ଚିଡ଼ିଆ ଖାନା କର୍ତ୍ତୃପକ୍ଷଙ୍କ ଅନୁମତି ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଜୀବଜନ୍ତୁ ଆଣିବା ପାଇଁ ଯୋଜନା କରିଛନ୍ତି। ନନ୍ଦନକାନନରୁ ଅନ୍ୟ ଜୁ ଗୁଡ଼ିକୁ ଜୀବଜନ୍ତୁ ଅଦଳବଦଳ କରାଯିବ। ପାଟଣା ଜୁ…

ମେ’ ପହିଲାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହାଫଳରେ ଚିନ୍ତାରେ ବିଏମସି। ନିକଟରେ ପଟିଆ ଅଞ୍ଚଳ କରୋନାର ନୂଆ ହଟ୍‌ସ୍ପଟ୍‌ ହୋଇଥିବା ବେଳେ ତାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ମେ' ୧ ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ…

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର…

ଭୁବନେଶ୍ବର: ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ। ଦର୍ଶକଙ୍କୁ ଆକର୍ଷିତ କରିବା ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷ ଚେନ୍ନାଇରୁ ୮ଟି ହଳଦିଆ ଆନା‌କୋଣ୍ଡା ଆଣିଥିଲେ। ମାତ୍ର ଆସିଥିବା ୮ ଗୋଟି ହଳଦିଆ ଆନା‌କୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କର…