Odisha Link
Bridging the Missing Links in Odisha
Browsing Tag

ଭୂକମ୍ପ

ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ତୀବ୍ରତା…

ମେକ୍ସିକୋ: ଶକ୍ତିଶାଳୀ ଭୂକମ୍ପ ଝଟ୍‌କା। ମେକ୍ସିକୋର ଦକ୍ଷିଣରେ ଥିବା ଅକାପୁଳ୍କୋ ସହରରେ ୭.୪ ତୀବ୍ରତାର ଭୂକମ୍ପ। ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଅଟ୍ଟାଳିକା ଥରିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆମେରିକାର ଭୂତତ୍ତ୍ୱ…

ହାଇତି ଭୂକମ୍ପ: ମୃତ୍ୟୁସଂଖ୍ୟା ଟପିଲାଣି…

ହାଇତି: ହାଇତିରେ ୭.୨ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଭୂଷୁଡି ପଡିଛି ବଡ ବଡ ଅଟ୍ଟାଳିକା। ଫଳରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାଏଁ ୧୨୦୦ ଲୋକ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଭୂକମ୍ପର ପ୍ରକୋପ ଏତେ ଭୟାବହ ଥିଲା ଯେ, ପ୍ରଧାନମନ୍ତ୍ରୀ…

ବାତ୍ୟା ସମୟରେ ଗୁଜରାଟରେ ଭୂକମ୍ପ ଝଟକା

ଅହମଦାବାଦ: ସାମୁଦ୍ରିକ ଝଡ଼ ‘ତଉକ୍ତେ’ ଅତି ଭୀଷଣ ରୂପ ଧାରଣ କରିଥିବା ବେଳେ ଗୁଜରାଟ ସମେତ ଆଖପାଖ ଅଞ୍ଚଳକୁ ହାଇ ଆଲର୍ଟ କରାଯାଇଛି। ଏହାରି ମଧ୍ୟରେ ଗୁଜରାଟରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫…

ଆସାମରେ ୬ଥର ଭୂକମ୍ପ ଝଟ୍‌କା

ଗୌହାଟି: ଆସାମରେ ଭୂକମ୍ପ ଝଟ୍‌କା।ଗୁରୁବାର ବିଳମ୍ବିତ ରାତିରେ ୬ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ପ୍ରଥମ ଝଟ୍‌କା ରାତି ୧୨.୨୪ ମିନିଟ ହୋଇଥିବା ବେଳେ ଶେଷ ଝଟ୍‌କା ୨.୩୮ମିନିଟରେ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୬ଥିବା ରେକର୍ଡ ହୋଇଛି। ରାତି ୧୨ଟା ପରେ ଗୋଟିଏ ପରେ…

ଭୂତାଣୁ, ଭୋକ ଓ ଭୂକମ୍ପ: ଦିଲ୍ଲୀରେ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ମାତ୍ରା ୩.୫ ମାଗ୍ନିଚ୍ୟୁଡ୍‌ ଥିବା ବେଳେ ସାରା ରାଜଧାନୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ପଟେ କରୋନାର କବଳରେ ଭୀଷଣ ଭାବେ ପ୍ରଭାବିତ…