Odisha Link
Bridging the Missing Links in Odisha
Browsing Tag

ମୃତଦେହ

ପ୍ରଥମ ଟ୍ରାନ୍ସଜେଣ୍ଡର ବିଧାନସଭା…

ଥିରୁୱନନ୍ତପୁରମ୍‌: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ତଥା ରାଜ୍ୟର ପ୍ରଥମ ଟ୍ରାନ୍ସ ରେଡିଓ ଜକି ଅନନ୍ୟା କୁମାରୀ ଆଲେକ୍ସ ଆତ୍ମହତ୍ୟା ମୃତଦେହ ଉଦ୍ଧାର। ଅନନ୍ୟାଙ୍କ ମୃତଦେହ କୋଚିରେ ଥିବା ନିଜ ଫ୍ଲାଟରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାଥମିକ ଅନୁସନ୍ଧାନ ପରେ ପୋଲିସ ଏହାକୁ…

ବନ୍ଦ ଘରୁ ମିଳିଲା ମହିଳାଙ୍କ ରକ୍ତ…

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ଜଘନ୍ୟ ହତ୍ୟା। ଭୁବନେଶ୍ୱର ଭୀମଟାଙ୍କୀ ଫେଜ୍-୧ରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି। ଏଥିସହିତ ଉକ୍ତ ଘରୁ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ମୃତ ମହିଳାଙ୍କୁ ତାଙ୍କ…

ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଚିତା,…

ଝାରୁସୁଗଡା: ନିଷ୍ଠୁର ସାଜିଲା ଭାଗ୍ୟ। ରାତି ପାହିଲେ ହୋଇଥାନ୍ତା ବାହାଘର। ମାତ୍ର ଘରକୁ ଫେରିଲା ପୁଅର ମୃତଦେହ। ଏଭଳି ଏକ ଦୁଃଖଦ ଘଟଣା ଦେ‌ଖିବାକୁ ମିଳିଛି ଝାରୁସୁଗଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ। ଶନିବାର ଦିନ ବାହାଘର ହେବାର ଥିବା ବେଳେ କରୋନାର ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି…

ଅଲୋଡା ହେଲା ମୃତଦେହ, ଅନ୍ତିମ ସଂସ୍କାର…

ଆସିକା: କରୋନା ଭୟରେ ଅଲୋଡା ହେଇ ଯାଉଛି ମୃତଦେହ। ପରିବାର ଲୋକେ ସାଇପଡିଶା କାନ୍ଧ ଦେବା ତ ଦୂୂୂରର କଥା ଭୟରେ ମୁହଁ ମୋଡି ଦେଉଛନ୍ତି ତ କେଉଁଠି ମୃତଦେହ ନେଉନାହାନ୍ତି। ଏଭଳି ପରିସ୍ଥିତିରେ ମାନବିକତା ଦେଖାଇ ମୃତଦେହର ଅନ୍ତିମସଂସ୍କାର ପାଇଁ ଆଗେଇ ଆସିଛନ୍ତିଡାକ୍ତର, ବିଡିଓ ଓ ଜନପ୍ରତିନିଧି।…