Odisha Link
Bridging the Missing Links in Odisha
Browsing Tag

ରଥ

ପୁରୀ : କାହିଁକି ବାରମ୍ବାର ଡାହାଣ କୋଣ…

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ଥିଲା ବ୍ରହ୍ମାଣ୍ଡଠାକୁରଙ୍କ ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ବଡ଼ଠାକୁରଙ୍କ ଦିବ୍ୟରୂପ ଦେଖି ଭକ୍ତ ବିମୋହିତ। ହେଲେ ବହୁ ବର୍ଷର ବ୍ୟବଧାନ ପରେ ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚିପାରିଲାନି ରଥ। ପ୍ରତିବର୍ଷ ଯେଉଁଠି ତିନି ରଥ ସମୟ ଅନୁସାରେ ଶରଧାବାଲିରେ ପହଞ୍ଚି…

ରଥାରୂଢ଼ ହେଲେ ବଡ଼ଭାଇ, ଶୂନ୍ୟ ପହଣ୍ଡିରେ…

ଓଏଲ୍‌ ବ୍ୟୁରୋ: ବଡ଼ଠାକରଙ୍କ ବଡ଼ଯାତ୍ରା ପାଇଁ ଜନ ସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ । କଳା ସାଆନ୍ତେଙ୍କ ଦିବ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗି ରହିଛି ଭକ୍ତଙ୍କ ଗହଳି। ଏବେ ମା' ସୁଭଦ୍ରାଙ୍କ ଶୂନ୍ୟ ପହଣ୍ଡି ଜାରି ରହିଛି। ମନ୍ଦିର ଭିତରେ ନୀତିକାନ୍ତି ଶେଷ…

କଟକଣା ସତ୍ତ୍ୱେ ରଥରେ ଚଢ଼ିଲେ ଅଣ ସେବାୟତ

ପୁରୀ: ଚଳିତ ବର୍ଷ କରୋନା ପାଇଁ କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡ଼ାଯାତ୍ର ଅନୁଷ୍ଠିତ ହୋଇଛି। ଚାରିଆଡ଼େ ପୁଲିସ୍‌ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ଚଢ଼ିଲେ ଅଣସେବାୟତ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫଟୋଟି ଏବେ…

ବାହୁଡ଼ାରେ ବି ଛାତ ଉପରୁ ରଥ ଦେଖିବା…

ପୁରୀ: ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ଶୀଜିଉଙ୍କ ବାହୁଡାଯାତ୍ରା। ଚଳିତ ବର୍ଷ କରୋନା କଟକଣାରେ ମଧ୍ୟରେ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ଏଥିସହ ଛାତ ଉପରୁ ରଥ ଦେଖିବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ବାହୁଡ଼ା ଯାତ୍ରାରେ ମଧ୍ୟ ସମାନ…

ରଥଯାତ୍ରା: ଅହମ୍ମଦାବାଦରେ ଟଣା ହେଲା ରଥ

ଅହମ୍ମଦାବାଦ: ଆଜି ପବିତ୍ର ରଥଯାତ୍ରା। ପୁରୀ ସହ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଅନୁଷ୍ଠିତ ହେଉଛି ରଥଯାତ୍ରା। ପ୍ରଭୁ ଜଗନ୍ନାଥଙ୍କ ୧୪୪ ତମ ରଥଯାତ୍ରା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଉପସ୍ଥିତିରେ ଅହମ୍ମଦାବାଦରେ ପ୍ରଭୁ ଜଗନ୍ନାଥ ମନ୍ଦିରରୁ ରଥ ଟଣା…

ନୀଳଗିରିରେ ରଥ ନିର୍ମାଣ ବେଳେ ଚଢ଼ାଉ

ନୀଳଗିରି: ନୀଳଗିରି ରଥଖଳାରେ ରଥ ନିର୍ମାଣ ବେଳେ ଚଢ଼ାଉ। ପ୍ରଶାସନ ଓ ପୋଲିସ ରଥଖଳାରେ ଚଢ଼ାଉ କରିଛି। ରଥ ନିର୍ମାଣ କରୁଥିବା ୮ କାରିଗରଙ୍କୁ ଅଟକ ରଖା ଯାଇଛି। ଏଥିସହ ନିର୍ମାଣ ରଥ ସାମଗ୍ରୀକୁ ଜବତ କରାଯାଇଛି। ଏନେଇ ନୀଳଗିରି ଉପଜିଲ୍ଲାପାଳ ହରିଶ୍ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।