Odisha Link
Bridging the Missing Links in Odisha
Browsing Tag

ରାମ ମନ୍ଦିର

କ୍ଷୁଦ୍ର ରାମ ମନ୍ଦିର ନିର୍ମାଣ କରି…

ବ୍ରହ୍ମପୁର: କ୍ଷୁଦ୍ର ରାମ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ବ୍ରହ୍ମପୁରର କାଷ୍ଟଶିଳ୍ପୀ ଦିଲ୍ଲୀପ ମହାରଣା। ଅଯୋଧ୍ୟାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିରର ନିର୍ମାଣ ପଛରେ ହିନ୍ଦୁ ମାନଙ୍କର ଭାବାବେଗକୁ ସମ୍ମାନ ଜଣାଇ ଦିଲୀପ କାଠରେ କ୍ଷୁଦ୍ର ରାମ ମନ୍ଦିରର ମଡେଲ ତିଆରି କରିଛନ୍ତି। ରାମ…

ଠକିଦେଲେ ଭକ୍ତ: ୨୨ କୋଟି ଟଙ୍କାର ୧୫…

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଅଭିଯାନ ବେଳେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଚେକ୍‌ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡ଼ିଛି। ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ୧୫ ହଜାରରୁ ଅଧିକ ଚେକ୍‌ ବାଉନ୍ସ ହୋଇଛି। ଏସବୁ ଚେକ୍‌ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ। ରାମ ମନ୍ଦିର ନିର୍ମାଣ ଦାୟିତ୍ବ…

ରାମ ମନ୍ଦିର ଭୂମିପୂଜା: ୧୭୫ ଜଣ…

ଅଯୋଧ୍ୟା: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମଜନ୍ମଭୂମି ସ୍ଥଳରେ ହେବାକୁ ଥିବା ମନ୍ଦିର ଭୂମିପୂଜା ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ହେବାକୁ ଥିବା ଏ ଉତ୍ସବକୁ ମାତ୍ର ୧୭୫ ଜଣଙ୍କୁ ନମନ୍ତ୍ରଣ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମେତ ମଞ୍ଚରେ ୫ ଜଣ ଅତିଥି ବସିବେ…

ରାମ ମନ୍ଦିର ଭୂମିପୂଜା ଉତ୍ସବରେ…

ଭୋପାଳ: ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ଅନ୍ୟତମ ସାରଥି ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭୂମିପୂଜା ସମାରୋହରେ ଯୋଗଦେବେନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି। କରୋନା ସଂକ୍ରମଣ ଜନିତ ସମ୍ଭାବନାକୁ ଏଡ଼ାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।…

ରାମ ମନ୍ଦିର ଭୂମିପୂଜା ପାଇଁ ଭଦ୍ରକରୁ…

ଭଦ୍ରକ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେବେ। ଏଥି ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଧାର୍ମିକ ସ୍ଥଳୀର ମାଟି ଏବଂ ନଦୀର ଜଳ ସଂଗ୍ରହ କରି ଅଯୋଧ୍ୟା…

ରାମ ମନ୍ଦିର ପାଇଁ ପାଣ୍ଠି ଆଦାୟ ନାମରେ…

ଅଯୋଧ୍ୟା: ରାମ ଜନ୍ମଭୂମି ଟ୍ରଷ୍ଟ ଗଠନର ଦୁଇ ମାସ ବିତି ନଥିବା ବେଳେ ଏହି ମଉକାରେ ନିରୀହ ଶ୍ରଦ୍ଧାଳୁଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ସାଇବର ଠକ। ରାମ ମନ୍ଦିର ଅଯୋଧ୍ୟା ନାମରେ ଏକ ଟୁଇଟର ହାଣ୍ଡଲ ଖୋଲାଯିବା ସହ ଓ୍ବେବସାଇଟ୍‌ ତିଆରି କରି ଲୋକଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ…