Odisha Link
Bridging the Missing Links in Odisha
Browsing Tag

ସୁନା

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ହ୍ରାସ ପାଇଛି ସୁନା ଓ ରୂପା ଦର। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ମୁତାବକ, ଗତ କିଛିଦିନ ତୁଳନାରେ ଆଜି ୯୯୯ଶୁଦ୍ଧତା ଥିବା ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩୮ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ସେହିପରି ୯୯୯ଶୁଦ୍ଧତା ଥିବା ରୂପା ଦରରେ ୧୧୩ଟଙ୍କା ପ୍ରତି…

କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: କମିଲା ସୁନା ଓ ରୁପା ଦର। ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬ ଟଙ୍କା ହୋଇଛି। ସେହିପରି ରୂପା ଦାମ୍ ୦.୧୩ ପ୍ରତିଶତ ହ୍ରାସ ପାଇ ୬୫,୨୦୮…

ମହଙ୍ଗା ହେଲା ସୁନା ଓ ରୁପା

ନୂଆଦିଲ୍ଲୀ: ଦେଶରେ ଦରଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସୁନା ଓ ରୁପା ଦାମ ବୃଦ୍ଧି ପାଇଛି। ଆଜି ସୁନା ଦର ୪୪୬ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୬,୪୬୦ ଟଙ୍କା ରହିଛି। ସୂଚନାଯୋଗ୍ୟ, ସୋମବାର ଦିନ ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪…

ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ…

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ରଥ ଉପରେ ଆଜି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଛି। ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳ…

କଟକରୁ ଜବତ ହେଲା ୨ କେଜି ସୁନା

କଟକ: କଟକରେ ବେଆଇନ ସୁନା କାରବାର ଘଟଣା। ଜବତ ହେଇଛି ବିପୁଳ ପରିମାଣର ସୁନା। ୨ କେଜି ଓଜନର ସୁନା ଜବତ କରାଯାଇଛି। ଆଜି କମିଶନରେଟ ପୁଲିସ ଏହି ସୁନା ଜବତ କରିଛି। ଜଣେ ବ୍ୟକ୍ତିଙ୍କ ଘରୁ ପୁଲିସ ଏହି ସୁନା ଜବତ କରିଛି। ପଞ୍ଜାବରୁ ସୁନା ଆଣି ଜିଏସଟି ଫାଙ୍କି ବିକ୍ରି କଲା ବେଳେ ପୁଲିସ ଏହାକୁ ଜବତ…

କମିଲା ସୁନା ଓ ରୁପା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଦର। ସୁନା ସହ ରୁପା ଦର ମଧ୍ୟ କମିଛି। ଗୁଡ୍ ରିଟର୍ଣ୍ଣସ୍ ଓ୍ୱେବସାଇଟ୍ ଅନୁସାରେ, ୨୨ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୬୭୧୦ ଟଙ୍କା ରହିଛି। ସେହିପରି ରୁପା ଦାମ୍ ମଧ୍ୟ କମିଛି। ଗତବର୍ଷ ଅଗଷ୍ଟରେ ଏମସିଏକ୍ସରେ ୧୦ ଗ୍ରାମ୍ ସୁନା ଦର ୫୬ ହଜାର ଛୁଇଁଥିଲା। ଯାହା ସର୍ବାଧିକ…

ଆଜିଠୁ ସୁନା ହଲମାର୍କିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ। ଭାରତୀୟ ମାନକ ବ୍ୟୁରୋ (ବିଏସଆଇ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ ଏହା ଲାଗୁ କରାଯିବ। ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଖିଲାପକାରୀଙ୍କ ଠାରୁ କୌଣସି ଜରିମାନା ଆଦାୟ…

ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା

କର୍ଣ୍ଣାଟକ: ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା। କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଚୋରଟି ଖସିଯିବା ପାଇଁ ଆଇସକ୍ରିମ ସହିତ ସୁନା ଅଳଙ୍କାର ଗିଳି ଦେଇଥିଲା। ପରେ ଡାକ୍ତରଖାନାରେ ଏକ୍ସ-ରେ କରାଯାଇଥିଲା। ଏବଂ ପେଟରେ ସୁନା ମୁଦି ଥିବାର ଜଣାପଡିଥିଲା।…