Odisha Link
Bridging the Missing Links in Odisha
Browsing Tag

11 dead

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୧ ମୃତ

ନୂଆଦିଲ୍ଲୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳେ କର୍ଣ୍ଣାଟକ ଧାରଓ୍ଵାଡ଼ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ହୁବ୍ଦାଲ୍ଲି-ଧାରଓ୍ଵାଡ଼ ବାଇପାସ୍‌ ରାସ୍ତାରେ ଏକ ଟେମ୍ପୋ ଟ୍ରାଭ୍‌ଲର୍‌ ଏବଂ ଏକ ଟିପର୍‌ ସାମ୍ନାସାମ୍ନି ଧକ୍କା…

ବିଷାକ୍ତ ମଦ ପିଇ ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ସୁମଓ୍ୱାଲି ସେକ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ। ବିଷାକ୍ତ ମଦ ପଇ ଗୁରୁତର ହୋଇପଡ଼ିଥିବା ୭ ମୋରେନା ଏବଂ ଗ୍ୱାଲିଅର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଏସପି ଅନୁରାଗ ସୁଜଇନା…

ଟ୍ରକ୍‌ ଜିପ୍‌ ମୁହାଁମୁହିଁ : ୧୧ମୃତ

ଯୋଧପୁର: ରାଜସ୍ଥାନ ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯୋଧପୁର ଜିଲ୍ଲା ବାଲେତରା-ଫୌଲେଦି ରାଜମାର୍ଗରେ ଟ୍ରକ-ଜିପ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ…

ସିରିଆରେ ବିମାନ ଆକ୍ରମଣ, ୧୧ ମୃତ

ନୂଆଦିଲ୍ଲୀ : ଗତକାଲି ଉତ୍ତର-ପଶ୍ଚିମ ସିରିଆରେ ଋଷ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ସିରିଆର ଇଦାଲିବ ପ୍ରାନ୍ତରେ ହିଂସା ଦିନକୁ ଦିନ ବଢିଚାଲିଛି। ସିରିଆ ସୈନିକ ବିଦ୍ରୋହୀମାନଙ୍କ ଠାରୁ ହାରିବାର କିଛି ଦିନ ପରେ…