Odisha Link
Bridging the Missing Links in Odisha
Browsing Tag

144 act

ଆସନ୍ତାକାଲି ପବିତ୍ର ଦେବସ୍ନାନ…

ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ହେବ ମହାସ୍ନାନ। ମହାମାରୀ କରୋନା ଯୋଗୁ ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ ଆରମ୍ଭ ହୋଇଛି ଦଇତା…

ଜଗତସିଂହପୁର ବଜାରରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ଆଜିଠୁ ସାରା ଓଡ଼ିଶାରେ ନାଇଟ କର୍ଫ୍ୟୁ ଲାଗୁ। ଜଗତସିଂହପୁର ଜିଲ୍ଲାର ବଜାର ଅଞ୍ଚଳରେ ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଲାଗୁ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜଗତସିଂହପୁର ଓ ପାରାଦୀପ ପୌରପାଳିକା ସହ ଅନ୍ୟ ବଜାର ପାଇଁ ଏହି…

ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଶ୍ରୀ…

ଆଠଗଡ଼: ମକର ସଂକ୍ରାନ୍ତି ଉପଲକ୍ଷେ କରୋନା କଟକଣା କାରଣରୁ ଶ୍ରୀ ଶ୍ରୀ ଧବଳେଶ୍ବର ଓ ମଞ୍ଚେଶ୍ୱର ପୀଠକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହି ଧାରା ଆସନ୍ତା ୧୪ ତାରିଖ ସକାଳ ୫ଟା ସମୟ ଠାରୁ ରାତ୍ର ୧୦ଟା ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ। ମନ୍ଦିର ମଧ୍ୟକୁ କେବଳ ପୂଜକ, ସେବକ, ସୁରକ୍ଷା…

ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪…

ଆଠଗଡ: କଟକ ଜିଲ୍ଲା ଆଠଗଡର ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଲାଗୁ କରାଯାଇଛି। ପାଇକପୁର ଛକରୁ ମଞ୍ଚେଶ୍ୱର ଛକ ଯାଏଁ ୧୪୪ ଧାରା ଜାରି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଏହି କଟକଣା ଲାଗୁ ହେବା ନାଇ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ଆଠଗଡ଼ ଉପଜିଲ୍ଲାପାଳ…

ଛତର ଯାତ୍ରାରେ ଲାଗୁ ହେବ ୧୪୪ ଧାରା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ତାରିଖରେ ଅନୁଷ୍ଠିତ ହେବ। ଛତର ଯାତ୍ରାରେ ଲାଗୁ ହେବ ୧୪୪ ଧାରା। ଛତର ଯାତ୍ରାରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କରୋନା ପାଇଁ ଏହି ଯାତ୍ରା ଉପରେ ୧୪୪ ଧାରା ଲାଗୁ…

ଢେଙ୍କାନାଳରେ କପି ରୋକିବାକୁ ୧୪୪ ଧାରା…

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ଜାରି ହୋଇଛି ୧୪୪ ଧାରା। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଖବର ସାମ୍ନାକୁ ଆସିବା ପରେ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ…