Odisha Link
Bridging the Missing Links in Odisha
Browsing Tag

+2

ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ +୨ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଆଡମିଶନ ସମୟରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଅଫଲାଇନ୍ ବ୍ୟତୀତ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଆଡମିଶନ କରିପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା…

ଜୁଲାଇ ୧୫ ସୁଦ୍ଧା ଦାଖଲ ହେବ +୨…

ଭୁବନେଶ୍ୱର: ଜୁଲାଇ ୧୫ ସୁଦ୍ଧା ଦାଖଲ ହେବ +୨ ପ୍ରାକ୍ଟିକାଲ ମାର୍କ। +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପରତା ପ୍ରକାଶ କରିଛି। ପରିଷଦ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ…

CHSE ପକ୍ଷରୁ ଆଡମିଟ୍ କାର୍ଡ ଡାଉନଲୋଡ…

ଭୁବନେଶ୍ୱର: ସିଏଚଏସଇ ପକ୍ଷରୁ ଆଡମିଟ୍ କାର୍ଡ ଡାଉନଲୋଡ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଠାରୁ ପ୍ରାକ୍ଟିକାଲ୍ ରେକର୍ଡ ଓ ପ୍ରୋଜେକ୍ଟ ରିପୋର୍ଟ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। କୋଭିଡ ଗାଇଡଲାଇନ ପାଳନ କରିବକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ…

+୨ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ…

ଭୁବନେଶ୍ୱର: +୨ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଧାରଣା। ଗତକାଲି ମାଟ୍ରିକ ପରୀକ୍ଷା ବାତିଲ ପରେ ଆଜି +୨ ପରୀକ୍ଷା ବାତିଲ ନେଇ +୨ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। +୨ ପରୀକ୍ଷା ବାତିଲ ଦାବିରେ ବିଭିନ୍ନ କଲେଜର…

+୨ ପରୀକ୍ଷା ଢାଞ୍ଚାରେ ବଦଳି, ସୂଚନା…

ଭୁବନେଶ୍ବର: ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା। ଏନେଇ ସୋମବାର ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ପ୍ରଶ୍ନପତ୍ରରେ ୫୦ ପ୍ରତିଶତ ମଲଟିପୁଲ ଚଏସ୍‌ ପ୍ରଶ୍ନ ପରୀକ୍ଷାରେ…

ଆଜିଠୁ +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା…

ଭୁବନେଶ୍ୱର: ଆଜିଠୁ +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ। +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ ମୋଟ୍ ୧ ଲକ୍ଷ ୨୫ ହଜାର ୪୫୦ ସିଟ୍‌ ଖାଲି ପଡିଛି। ତେବେ ଏହି ସିଟ୍‌ଗୁଡିକ ପୂରଣ କରିବା ପାଇଁ ଆଜି ଦିନ ୧୧ଟା୩୦ରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବ। ଆସନ୍ତା ୨୩ ତାରିଖ ଅପରାହ୍ନ…