Odisha Link
Bridging the Missing Links in Odisha
Browsing Tag

Abhinandan Varthaman

ଆକ୍ରମଣ ଭୟରେ ଅଭିନନ୍ଦନଙ୍କୁ ଛାଡ଼ିଥିଲା…

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ଭାରତର ଆକ୍ରମଣ ଭୟରେ ଅଭିନନ୍ଦନଙ୍କୁ ପାକିସ୍ତାନରୁ ଛଡାଯାଇଥିଲା ବୋଲି ପାକିସ୍ତାନ ସଂସଦରେ ପିଏମଏଲଏନ ସାଂସଦ ଆୟାଜ ସାଦିକ କହିଛନ୍ତି। ସାଦିକ କହିଛନ୍ତି ପାକିସ୍ତାନ ଅଭିନନ୍ଦନଙ୍କୁ ନ ଛାଡିଲେ, ପାକିସ୍ତାନ ଉପରେ କାଳେ ଭାରତର ଆକ୍ରମଣ…

ସ୍ୱାଧୀନତା ଦିବସରେ ବୀର ଅଭିନନ୍ଦନଙ୍କୁ…

ନୂଆଦିଲ୍ଲୀ : ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ। ପାକିସ୍ତାନର ଏଫ୍ ୧୬ ଫାଇଟର୍ ଜେଟ୍‌କୁ ଖସାଇଥିଲେ ଅଭିନନ୍ଦନ। ଏହାସହ ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପରେ ସବୁ ପରିସ୍ଥିତିର ମୁକାବିଲା କରିବା ସହ ବୀରତାର ସହ ଏହାକୁ ସାମ୍ନା କରିଥିଲେ।…

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ…

ନୂଆଦିଲ୍ଲୀ: ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଣି ଚର୍ଚ୍ଚାରେ। ପୂର୍ବରୁ ଅଭିନନ୍ଦନ ତାଙ୍କ ବୀରତ୍ବ ଓ ନିଜ ନିଶକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହେଉଥିବା ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ଭିନ୍ନ ଦାବି…