Odisha Link
Bridging the Missing Links in Odisha
Browsing Tag

Accident

ଘାଟି ତଳକୁ ଖସିଲା ମିନି ବସ,୪ ମୃତ

କୋରାପୁଟ: ଘାଟି ତଳକୁ ଖସିଲା ମିନି ବସ୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି କୋରାପୁଟ-ଆନ୍ଧ୍ର ସୀମାନ୍ତ ଅନନ୍ତଗିରିରେ ଘାଟିରେ ଘଟିଛି। ତେବେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଥିବା ସୂଚନା ମିଳିଛି ।

ହମ୍ପସରେ ଛିଟିକି କାର୍ ଆଗରେ ପଡ଼ିଲେ…

ବାଲିପାଟଣା : ଘନ କୁହୁଡ଼ି କାରଣରୁ କାର ଆଗକୁ ଆସି ଗଲେ ସ୍କୁଟି ଚାଳକ। କାରଟି ତାଙ୍କ ଗୋଡ଼ରେ ଚଢ଼ି ଯାଉଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହାତ ହେଲେ ସରୋଜ କାନ୍ତ ଆଚାର୍ଯ୍ୟ। ଏହି ଦୁର୍ଘଟଣାଟି ଭୁବନେଶ୍ୱର ଉପକଣ୍ଠ…

ବସ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଜଗତସିଂହପୁର: ଆଜି ସକାଳ ଯୋଗଧରି ନୂଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ବସ୍‌ ଧକ୍କାରେ ଜଣେ ଯୁବକଙ୍କର ଜୀବନ ଚାଲି ଯାଇଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ନାଉଗାଁରୁ ଆସୁଥିବା ଯାତ୍ରୀବାହୀ ଘରୋଇ ବସ ‘ସାଇ କିଷନ୍‌’ ଉକ୍ତ ଯୁବକଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ତାଙ୍କର ମୁଣ୍ଡ ଦୁଇଫାଳ…

ପିକ୍‌ଅପ୍‌ ଭ୍ୟାନ ଓଲଟି ୪ ଗୁରୁତର

କୋରାପୁଟ: ଘନ କୁହୁଡି ଯୋଗୁଁ ଆଜି ସକାଳ ସମୟରେ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳେର ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା କୋରାପୁଟ ଜିଲ୍ଳା ଅନ୍ତର୍ଗତ ମାଛକୁଣ୍ଡ ଥାନା କାଡ଼ାମଖେଳା ନିକଟରେ ଘଟିଛି। ପିକଅପ ଭ୍ୟାନଟି ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ…

ଟ୍ରକ ପଛକୁ ପିଟିଲା କାର , ଜଣେ ମୃତ

ଖଡ଼ିଆଳ: ଟ୍ରକ ପଛକୁ  ପିଟିଲା ଇନୋଭା କାର୍। ଜଣେ ମୃତ , ୪ ଗୁରୁତର । ଗୁରୁତର ବ୍ୟକ୍ତିଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାଟି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ନବରତନ ପୋଡ଼। ତାଙ୍କର ଘର କୋମନା ଥାନା…

ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ

ବାରିପଦା: ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ତିରିଂ ମେଡିକାଲରୁ ବାରିପଦା ମେଡ଼ିକାଲ ଆସୁଥିବା ଆମ୍ବୁଲାନ୍ସ ଉପରେ ଟ୍ରକଟି ଓଲଟି ପଡିଥିବାବେଳେ ରୋଗୀ ଜଣକ ମୃତ୍ୟୁ ବରଣ କରିଛନ୍ତି। ଆଉ ୫ ଜଣ ଗୁରତୁର ଅବସ୍ଥାରେ ଅଛନ୍ତି। ମୃତକଙ୍କ ପରିବାର ସହ ଡ୍ରାଇଭର ମଧ୍ୟ ଗୁରୁତର…

ଗଛରେ ପିଟିହେଲା କାର, ଚାଲିଗଲା ଦୁଇ…

ବଲାଙ୍ଗୀର: ଆଜି ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗଛରେ ଏକ କାର ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ସହ ୨ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କାରଟି…

ଓଲଟିଲା ୧୦୨ ଆମ୍ବୁଲାନ୍ସ

ଝରିଗାଁ: ଓଲଟିଲା ୧୦୨ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ଚାଳକ। ଏହି ଦୁର୍ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଝରିଗାଁ ଉମରକୋଟ ରାସ୍ତାରେ ଥିବା କରମରୀ ଗ୍ରାମ ନିକଟରେରେ ଘଟିଛି। ପ୍ରକାଶ ଯେ, ଝରିଗାଁ ବ୍ଳକ ପାଣ୍ଡରାଗନ୍ଦୀ ଗ୍ରାମର ଗୋମତି ମାଝୀଙ୍କୁ ବିଳମ୍ବିତ ରାତିରେ…

ଟ୍ରଲରକୁ ପିଟିଲା ବୋଲେରୋ; ଜଣେ ମୃତ

ପାରାଦ୍ୱୀପ: କଟକ-ପାରାଦୀପ ରାସ୍ତାରେ ସଡକ ଦୁର୍ଘଟଣା ଘଟିଛି। ଜଇପୁର ନିକଟ ଖଣ୍ଡତରୀରେ ରୋଲର୍‌କୁ ଧକ୍କା ଦେଲା ବୋଲେରୋ। ବୋଲେରୋ ଥିବା ଗୋଟିଏ ପରିବାରର ୩ବର୍ଷ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବଡ଼ ପୁଅ, ବାପା, ମାଆଙ୍କ ସମେତ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ…

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ…

ନୟାଗଡ଼: ଜିଲ୍ଲାର ଶିଖରପୁର ଗାଁରୁ ଭୁବନେଶ୍ୱର ଯାଉଥିବା ଏକ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାର ଜଣଙ୍କର ମୃତ୍ୟୁ ଘଟିବାସହ ୩ ଆହତ ହୋଇଛନ୍ତି। ତେବେ ମୃତବ୍ୟକ୍ତିଙ୍କ ନାମ ଅଜୟ ସ୍ୱାଇଁ ବୋଲି ଜଣାପଡ଼ିଛି । ଅନ୍ୟ ୩ ଆହତଙ୍କୁ ଖଣ୍ଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।…