Odisha Link
Bridging the Missing Links in Odisha
Browsing Tag

Accident

ଘାଟିରେ ଓଲଟିଲା ବସ୍

ବାଲିଗୁଡ଼ା: ଘାଟିରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଛି ଯାତ୍ରୀ ବାହି ବସ୍। ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପେତାରବାଡି ଘାଟିରେ ବସଟି ଓଲଟିପଡିଥିବା ସୂଚନା ମିଳିଛି। ଦାରିଙ୍ଗବାଡିରୁ ରାଣିପାଙ୍ଗା ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ୭ ଜଣଙ୍କୁ ଉଦ୍ଧାର କରାଯାଇ ଦାରିଙ୍ଗବାଡି…

ସାରସକଣା ସଡ଼କ ଦୁର୍ଘଟଣା: ମୃତକଙ୍କ…

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛଇ। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଓଡ଼ିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ। ମୃତକଙ୍କ ପରିବାରକୁ…

ଯାତ୍ରୀବାହୀ ବସ ଉପରକୁ ଖସିଲା ଲୁହାପଥର…

ଆନନ୍ଦପୁର: ଯାତ୍ରୀବାହୀ ବସ ଉପରକୁ ଖସିଲା ଲୁହାପଥର ବୋଝେଇ ଟ୍ରକ୍‌। ଏହି ଅଭାବନୀୟ ଘଟଣାଟି ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି । ବସରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ପ୍ରକାଶ ଯେ, ଆଜି ସକାଳେ ‘ପଦ୍ମାବତୀ’ ନାମକ ବସ୍‌…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବୋଲେରୋ

ବରଗଡ଼ : ବରଗଡ଼ ବରଡୋଲ ଛୋଟ କେନାଲ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବୋଲେରୋ । ଦୁର୍ଘଟଣାରେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ବ୍ଲକ ଚମରିଆ ଗାଁର ବୀର ପ୍ରଧାନ ଓ ତାଙ୍କ ପରିବାର…

ବ୍ରିଜ୍ ତଳକୁ ଖସିଲା ଅଟୋ : ୨ମୃତ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ସରନାପାଲି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ବରଯାତ୍ରୀ ଗାଡି ବିଜେପୁର ଯାଇ ଫେରୁଥିଲେ। ବରଯାତ୍ରୀ ନେଇ…

ଗଜପତି ସଡ଼କ ଦୁର୍ଘଟଣା: ମୃତକଙ୍କ…

ଭୁବନେଶ୍ୱର: ଗଜପତି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଗଜପତି ଜିଲ୍ଲା ଆର୍ ଉଦୟଗିରି ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୪ ମୃତ

କର୍ନୁଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୪ ଜଣଙ୍କ ଜୀବନ। ଆଉ ୪ ଜଣ ଅବସ୍ଥା ସଙ୍କଟାପନ୍ନ ରହିଛି। ଏମିତି ଏକ ଦୁର୍ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ମଦରପୂରମ ଗାଁ ନିକଟରେ। ଗାଁ ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଏକ ମିନି ଭ୍ୟାନ୍‌ ଏକ ଟ୍ରକ୍‌ରେ ପିଟି ହୋଇଥିଲା।…

ଘାଟି ତଳକୁ ଖସିଲା ମିନି ବସ,୪ ମୃତ

କୋରାପୁଟ: ଘାଟି ତଳକୁ ଖସିଲା ମିନି ବସ୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି କୋରାପୁଟ-ଆନ୍ଧ୍ର ସୀମାନ୍ତ ଅନନ୍ତଗିରିରେ ଘାଟିରେ ଘଟିଛି। ତେବେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଥିବା ସୂଚନା ମିଳିଛି ।

ହମ୍ପସରେ ଛିଟିକି କାର୍ ଆଗରେ ପଡ଼ିଲେ…

ବାଲିପାଟଣା : ଘନ କୁହୁଡ଼ି କାରଣରୁ କାର ଆଗକୁ ଆସି ଗଲେ ସ୍କୁଟି ଚାଳକ। କାରଟି ତାଙ୍କ ଗୋଡ଼ରେ ଚଢ଼ି ଯାଉଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହାତ ହେଲେ ସରୋଜ କାନ୍ତ ଆଚାର୍ଯ୍ୟ। ଏହି ଦୁର୍ଘଟଣାଟି ଭୁବନେଶ୍ୱର ଉପକଣ୍ଠ…

ବସ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଜଗତସିଂହପୁର: ଆଜି ସକାଳ ଯୋଗଧରି ନୂଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ବସ୍‌ ଧକ୍କାରେ ଜଣେ ଯୁବକଙ୍କର ଜୀବନ ଚାଲି ଯାଇଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ନାଉଗାଁରୁ ଆସୁଥିବା ଯାତ୍ରୀବାହୀ ଘରୋଇ ବସ ‘ସାଇ କିଷନ୍‌’ ଉକ୍ତ ଯୁବକଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ତାଙ୍କର ମୁଣ୍ଡ ଦୁଇଫାଳ…