ଖାଇକୁ ଖସିଲା ବସ୍, ୯ ଯାତ୍ରୀ ମୃତ
ହିମାଚଳ ପ୍ରଦେଶ: ଖାଇକୁ ଖସିଲା ବସ୍। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଟିସା ସବଡିଭିଜନ ଅନ୍ତର୍ଗତ କଲୋନୀ ମଡ୍ ଠାରେ ଖାଇରେ ଖସିଲା ଯାତ୍ରୀବାହୀ ବସ୍। ବସ୍ ପ୍ରାୟ ୨୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଛି। ଦୁର୍ଘଟଣା କାରଣରୁ ୯ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ…