Odisha Link
Bridging the Missing Links in Odisha
Browsing Tag

Adhar Card

ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ…

ନୂଆଦିଲ୍ଲୀ: ବହୁ ବିରୋଧ ସତ୍ତ୍ବେ ଆଜି ସଂସଦରେ ପାାରିତ ହୋଇଛି ନିର୍ବାଚନ (ସଂଶୋଧନ) ଆଇନ୍‌ ବିଲ୍‌-୨୦୨୧। ଏହି ବିଲ୍‌ରେ ଏକ ବଡ ଧରଣର ପରିବର୍ତ୍ତନ କରାଯାଇଛି। ଏଣିକି ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ ପତ୍ର। ଜଣେ ବ୍ୟକ୍ତିଙ୍କ ନାଁରେ ଆଉ ଏକାଧିକ ଭୋଟ ପରିଚୟ ପତ୍ର ରହିବ ନାହିଁ । ଏ ନେଇ…

କେନ୍ଦ୍ରୀୟ ସହାୟତା ପାଇଁ ଆଧାର…

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ଶିକାର କିମ୍ବା ସାମ୍ପ୍ରଦାୟିକ ହିଂସାର ଶିକାର ହୋଇଥିବା ଲୋକମାନଙ୍କର ପରିବାରବର୍ଗଙ୍କୁ କେନ୍ଦ୍ରୀୟ ଆର୍ଥିକ ସହାୟତା ପାଇଁ ଆଧାରର ଆବଶ୍ୟକ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜରି କରାଯାଇଛି। ଆତଙ୍କବାଦୀ ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିର…

ସୋସିଆଲ୍‌ ମିଡିଆରେ ଆଧାର ସଂଯୋଗ ମାମଲା:…

ନୂଆଦିଲ୍ଲୀ: ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ ନୋଟିସ୍‌ ଜାରି କରିଛନ୍ତି। ଏନେଇ ଫେସ୍‌ବୁକ୍‌ ପକ୍ଷରୁ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ…

ଆପଣ ଆଧାର ନମ୍ବର ଭୁଲ୍‌ ଲେଖୁଛନ୍ତି କି?…

ନୂଆଦିଲ୍ଲୀ: ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରରେ ଆଧାର ନମ୍ବର ଭୁଲକରି ଲେଖୁଛନ୍ତି କି? ତେବେ ଜାଣି ରଖନ୍ତୁ ଏଭଳି କାର୍ଯ୍ୟ କଲେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ। କୌଣସି ବଡ଼ ଧରଣର ଆର୍ଥିକ କାରବାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରରେ ଆଧାର ନମ୍ବର ଭୁଲ…