Odisha Link
Bridging the Missing Links in Odisha
Browsing Tag

Adivasi Mela

ଆଦିବାସୀ ମେଳା : କାଲୁଆ ପାଗରେ ଖାଦ୍ୟର…

ଭୁବନେଶ୍ୱର : ଆଦିବାସୀ ମେଳାର ଏକାଦଶ ସଂଧ୍ୟାରେ କାଲୁଆ ପାଗରେ ଦର୍ଶକମାନେ ଖାଦ୍ୟର ମଜା ଉଠାଇଥିଲେ । ଝିପିଝିପି ବର୍ଷା ଓ କୋହଲା ପାଗ ସତ୍ୱେ ୬୦ହଜାରରୁ ଅଧିକ ଦର୍ଶକ ଆଦିବାସୀମେଳା ବୁଲି ଆସିଥିବାବେଳେ ଜାତୀୟ ଜନଜାତି ମେଳାରେ ଗରମା ଗରମ ଖାଦ୍ୟ ଖାଇଥିଲେ । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ…

ଅଷ୍ଟମ ସଂଧ୍ୟାରେ ଆଦିବାସୀମେଳା…

ଭୁବନେଶ୍ୱର : ଆଦିବାସୀମେଳାର ଅଷ୍ଟମ ସଂଧ୍ୟା । ରବିବାର ହେତୁ ମେଳା ପରିସର ଜନସମୁଦ୍ରରେ ପରିଣତ ହୋଇଛି । ପ୍ରାୟ ୨ଲକ୍ଷ ଲୋକ ମେଳା ବୁଲିବାକୁ ଆସିଥିବାବେଳେ ସମଗ୍ର ମେଳା ପରିସର ସେଲଫି ଜୋନ୍‌ ପରି ମନେ ହେଉଥିଲା । ଆବାଳବୃଦ୍ଧବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଉଥିବାବେଳେ ମେଳାରେ…

ଆଦିବାସୀ ମେଳା : ସାଂସ୍କୃତିକ ମଣ୍ଡପ ଓ…

ଭୁବନେଶ୍ୱର : ଆଦିବାସୀ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ଜନଜାତି କଳାକାରମାନଙ୍କ ସିଧାସଳଖ କଳା ପ୍ରଦର୍ଶନ । ପ୍ରଥମ ଥର ପାଇଁ ମେଳାରେ ବିଭିନ୍ନ ପାର ̧ରିକ ଚିତ୍ରକଳା, ବୁଣାବୁଣି ଆଦିକୁ ଦର୍ଶକମାନେ ସିଧାସଳଖ ଦେଖିବାକୁ ପାଉଛନ୍ତି । ଲୋକଙ୍କ ସମ୍ମୁଖରେ ଜନଜାତି କଳାକାରମାନେ ସେମାନଙ୍କର ପାର ̧ରିକ…

ଆଦିବାସୀ ମେଳା : ପଞ୍ଚମ ସଂଧ୍ୟାରେ ଭକ୍ତି…

ଭୁବନେଶ୍ୱର : ଆଦିବାସୀ ମେଳାର ଷଷ୍ଠ ଦିବସରୁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ । ନାଗାଲାଣ୍ଡ, ମିଜୋରାମ, ସିକିମ, ଆସାମ, ଛତିଶଗଡ, ରାଜସ୍ଥାନ,ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳପ୍ରଦେଶ ସହିତ ଓଡିଶାର ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ ହୋଇଛି । ବିଭିନ୍ନ…

ଆଦିବାସୀ ମେଳା: ଦୁଇ ଦିନରେ ଅଢେଇ ଲକ୍ଷ…

ଭୁବନେଶ୍ବର: ଜାନୁୟାରୀ ୨୬ ତାରିଖରୁ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଆଦିବାସୀ ମେଳାକୁ ଦୁଇ ଦିନରେ ପ୍ରାୟ ଅଢେଇ ଲୋକ ଆସିଥିବାବେଳେ ପ୍ରଥମ ଦିନରେ ହିଁ ଦେଢ଼ ଲକ୍ଷରୁ ଅଧିକ ଲୋକ ଆସିଥିଲେ । ସେହିଭଳି ଏହି ଦୁଇ ଦିନରେ ମୋଟାମୋଟି ଭାବେ ଏକ କୋଟି ଟଙ୍କାର କାରବାର ହୋଇଥିବାବେଳେ…