Odisha Link
Bridging the Missing Links in Odisha
Browsing Tag

Air Pollution

ଲକ୍‌ଡାଉନ୍‌ ସମୟରେ ଘରେ ଘରେ ବଢ଼ିଛି ବାୟୁ…

ନୂଆଦିଲ୍ଲୀ: ମହମାରୀ କରେନାରେ ସାରା ବିଶ୍ବ ହନ୍ତସନ୍ତ। ମହାମାରୀ କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ବିଭିନ୍ନ ଦେଶ ଲକ୍‌ଡାଉନ୍‌ କଟକଣା ଲାଗୁ କରିଥିଲେ। ଯାହା ଫଳରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ଦେଖିବାକୁ ପଡ଼ିଥିଲା। କରୋନା କାଳରେ ସକରାତ୍ମକ ଦୃଶ୍ୟ ସାରା ଦୁନିଆ ଦେଖିଛି। କରୋନା କାଳରେ…

ଲକ୍‌ଡାଉନ୍‌ ପାଇଁ ୨୦ ବର୍ଷ ମଧ୍ୟରେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୩'ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍। ଦୀର୍ଘ ୪୦ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହାରି ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ବହୁ ପରିମାଣରେ ହ୍ରାସ ପାଇଛି। ଆମେରିକା ସ୍ପେଶ୍‌ ଏଜେନ୍ସି ନାସାର ତଥ୍ୟ ଅନୁଯାୟୀ,…

ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର…

ବାଲେଶ୍ୱର: ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର (ନନ-ଆଟେନମେଣ୍ଟ ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ବାଲେଶ୍ୱର ଅଧିବାସୀଙ୍କ ହାରାହାରି ପରମାୟୁରେ ତିନି ବର୍ଷ ବୃଦ୍ଧି…

୨୦୨୪ ସୁଦ୍ଧା କଳିଙ୍ଗ ନଗରରେ ବାୟୁ…

କଳିଙ୍ଗନଗର: ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ଯାଜପୁର କଳିଙ୍ଗନଗର ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, କଳିଙ୍ଗନଗରରୁ ଭାଗନେଇଥିବା ୬ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ ୫ଟିକୁ ଏକ ଷ୍ଟାର(ସର୍ବନିମ୍ନ ପରିବେଶ…

‘ସମ୍ମିଳିତ ଏବଂ ନିରନ୍ତର…

ରାଉରକେଲା: ଭାରତର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ରାଉରକେଲା ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, ରାଉରକେଲାରୁ ଭାଗନେଇଥିବା ୩୧ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ ୨୪ଟିକୁ ଏକ ଷ୍ଟାର(ସର୍ବନିମ୍ନ ପରିବେଶ ପାରଦର୍ଶୀ) ମାନ୍ୟତା ମିଳିଛି। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର…

ଆଜିଠାରୁ ଦିଲ୍ଲୀରେ ଲାଗୁ ହେଲା…

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏପରିକି ପ୍ରଶ୍ବାସ ନେବାକୁ ଶୁଦ୍ଧ ବାୟୁ ଖୋଜୁଛନ୍ତି ଦିଲ୍ଲୀବାସୀ। ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ିବା ହେତୁ ଆଜିଠାରୁ ଦିଲ୍ଲୀରେ ଲାଗୁ ହୋଇଛି ଅଡ୍-ଇଭିନ୍ ଫର୍ମୁଲା। ରାସ୍ତାରେ କମ୍ ଗାଡ଼ି ଗଡ଼ିଲେ ଅଳ୍ପ ଧୂଆଁ ବାହାରିବ ଓ…

ଦିଲ୍ଲୀ: ବଢ଼ିଲା ବାୟୁ ପ୍ରଦୂଷଣ, ନଭେମ୍ବର…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଏବେ ଧୂଆଁମୟ। ଦିନକୁ ଦିନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଏସବୁକୁ ନଜର ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସ୍କୁଲ୍‌ ପିଲାମାନଙ୍କୁ ମାସ୍କ ବା ମୁଖା ବଣ୍ଟନ କରିଛନ୍ତି। ଏଥିସହିତ ରାଜଧାନୀରେ ପ୍ରଦୂଷଣ ମାତ୍ରା ବଢ଼ିବାରୁ ନଭେମ୍ବର ୫ ତାରିଖ ଯାଏଁ ସମସ୍ତ…

ବାୟୁ ପ୍ରଦୂଷଣ ଢେଙ୍କାନାଳବାସୀଙ୍କ…

ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ ବୃଦ୍ଧି କରାଯାଇ ପାରନ୍ତା। ପ୍ରଦୂଷଣ ରୋକିବା ଲାଗି ସମସ୍ତଙ୍କ…