Odisha Link
Bridging the Missing Links in Odisha
Browsing Tag

All Odisha

ରେଳ ଦୁର୍ଘଟଣାର ଚୂଡ଼ାନ୍ତ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ରେଳ ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଜର ଜୀବନ ହରାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ଯେଉଁଥିରେ ୨୭୫ ଜଣ ପ୍ରାଣ…

ଜଗତସିଂହପୁରରେ ଅଜଣା ଜନ୍ତୁ ଆତଙ୍କ,…

ଓଏଲ୍‌ ବ୍ୟୁରୋ: ଜଗତସିଂହପୁର ବିରିଡ଼ି ଥାନା ଶଙ୍ଖାରୀ ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଆତଙ୍କିତ ସ୍ଥାନୀୟ ଲୋକେ। ୬ ମେଣ୍ଢାକୁ ମାରିଦେଇଛି ଅଜଣା ଜନ୍ତୁ। ମେଣ୍ଢା ମୃତ୍ୟୁ ଖବର ପାଇ ଗାଁରେ ପହଞ୍ଚିଛନ୍ତି ଭେଟେନାରୀ ଟିମ୍। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା କୁହାଯାଉଛି। ଯେହେତୁ ନିଆଳିରେ ଅଜଣା ଜନ୍ତୁ…

କାଲିଠୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା…

ଓଏଲ୍‌ ବ୍ୟୁରୋ : ସାରା ରାଜ୍ୟରେ ଶେଷ ହୋଇଛି ଶୀତର ପ୍ରକୋପ। ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ କିଛି ଜିଲ୍ଲାରେ ବର୍ଷା ପବନ ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠୁ ଓଡ଼ିଶାରେ ଆଉ ଏକ ପଶ୍ଚିମାଝଡ଼ ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଲିଠୁ ରାଜ୍ୟର ବିଭିନ୍ନ…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି-ଘଡ଼ଘଡ଼ି…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଶେଷ ହୋଇଛି ଶୀତର ପ୍ରକୋପ। ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ କିଛି ଜିଲ୍ଲାରେ ବର୍ଷା ପବନ ହେବାର ସମ୍ଭାବନା ଥିବାର ସୂଚନା ମିଳିଛି। ଓଡ଼ିଶାରେ ଆଉ ଏକ ପଶ୍ଚିମାଝଡ଼ ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୫ ତାରିଖରୁ ରାଜ୍ୟର…

ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଗଲା…

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟ୍ ଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯାଇଛି । ଏହା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତାକାଲିଠାରୁ ଜୁଲାଇ ୧ ତାରିଖ ମଧ୍ୟରେ ବିତରଣ କରାଯିବ । ମାଟ୍ରିକର ଅରିଜିନାଲ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ,…