Odisha Link
Bridging the Missing Links in Odisha
Browsing Tag

Amazon

ବିଶ୍ବରେ ଚାଲିଛି ଛଟେଇ ଋତୁ

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଚାଲିଛି ଛଟେଇ ଋତୁ। ଗୋଟିଏ ପରେ ଗୋଟିଏ ବଡ଼ କମ୍ପାନୀ କରୁଛନ୍ତି ଛଟେଇ। ଟ୍ବିଟର୍‌ ଓ ମେଟା ପରେ ଏବେ ଅନ୍‌ଲାଇନ୍‌ ମାର୍କେଟିଂ କମ୍ପାନୀ ଆମାଜନ କରିବାକୁ ଯାଉଛି ବଡ଼ ଧରଣର ଛଟେଇ। ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି…

ସିଇଓ ପଦବୀରୁ ଇସ୍ତଫା ଦେବେ ଆମାଜନ…

ନୂଆଦିଲ୍ଲୀ: ସିଇଓ ପଦବୀରୁ ଇସ୍ତଫା ଦେବେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋଶ୍। ସୋମବାର, ଜୁଲାଇ ୫ ତାରିଖରେ ସେ କମ୍ପାନୀର ସିଇଓ ପଦବୀରୁ ଇସ୍ତଫା ଦେବେ। ତାଙ୍କ ସ୍ଥାନ ନେବେ ଆମାଜନର କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ବିଜନେସ ସଞ୍ଚାଳକ ଆଣ୍ଡି ଜେସି। ପ୍ରାୟ ୩୦ ବର୍ଷ ଯାଏଁ ସିଇଓ ପଦବୀରେ ଥିବା ଜେଫ ବେଯୋଶ…

ଆମାଜନ୍ ନାଆଁରେ ଏତଲା, ନିର୍ମାଲ୍ୟ…

ପୁରୀ: ଆମାଜନ୍‌ ବିରୋଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ପ୍ରଶାସନ ବିନା ଅନୁମତିରେ ଆମାଜନ୍ ନିର୍ମାଲ୍ୟ ବିକ୍ରିକୁ ନେଇ ଏହି ଏତେଲା ଦିଆଯାଇଛି। ଏଭଳି କାର୍ଯ୍ୟ ହେଉଥିବା ଏବଂ ଏହା ଦ୍ବାରା ନିର୍ମାଲ୍ୟର ଅପମାନ ହେଉଛି ଦର୍ଶାଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ…

ପେନ୍ ଇନ୍ ବୁକ୍ସ ପକ୍ଷରୁ ରାଜ୍ୟପାଳଙ୍କ…

ଭୁବନଶ୍ୱେର: ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’ ପ୍ରକାଶ ପାଇଛି । ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ କପି ଅନୁଷ୍ଠାନର ନିର୍ଦ୍ଦେଶକ…

ଶାହାରୁଖ୍‌ ଅନ୍‌ଲାଇନ୍‌ରୁ କିଣନ୍ତି…

ମୁମ୍ବାଇ : ଅନେକ ସିନେପ୍ରେମୀ ନିଜ ମନ ପସନ୍ଧ ଷ୍ଟାରମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ଅଧିକ ଆଗ୍ରହ କରିଥାନ୍ତି । ସେହିପରି ବଲିଉଡ଼ ଅଭିନେତା ଶାହାରୁଖ ଖାଁ ନିଜ ଅଭିନୟର ଯାଦୁରେ ଅନେକ ଲୋକଙ୍କ ମନ କିଣିଛନ୍ତି । ଖାଁ ଅନେକ ସମୟରେ ତାଙ୍କ ବ୍ୟକ୍ତିଗତ ପସନ୍ଦ ନାପସନ୍ଦକୁ ନେଇ ଚର୍ଚ୍ଚାରେ…