Odisha Link
Bridging the Missing Links in Odisha
Browsing Tag

AMERICA

ଆଜି ‘ହାଓଡି ମୋଦି’ କାର୍ଯ୍ୟକ୍ରମ

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଗତକାଲି ଆମେରିକାର ଟେକ୍ସାସ ପ୍ରଦେଶର ହଷ୍ଟନ ସହରରେ ପହଞ୍ଚିଛନ୍ତି। ମୋଦିଙ୍କୁ ସ୍ବାଗତ କରିବା ପାଇଁ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା। ପ୍ରଧାନମନ୍ତ୍ରୀ ରବିବାର ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ…

ଆମେରିକାରେ ଗୁଳିକାଣ୍ଡ

ଓ୍ଵାସିଂଟନ୍‌: ଆମେରିକାରେ ଗୁଳିକାଣ୍ଡ। ଓ୍ଵାସିଂଟନ୍‌ ଡିସିରେ ହୋଇଛି ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚଜଣ ଆହତ ହୋଇଛନ୍ତି। ବିଳମ୍ବିତ ଗୁରୁବାର ଯାଏଁ ପୁଲିସ କାହାକୁ ଗିରଫ କରି ନ ଥିଲା କି, ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ କିଛି ଜାଣି ନ ଥିଲା…

ଏମ୍‌ଡିଏଚ୍‌ର ସମ୍ବର ମସଲାକୁ ଆମେରିକାର…

ନୂଆଦିଲ୍ଲୀ: ଭାରତରେ ପ୍ରସିଦ୍ଧି ଲାଭ କରିଛି ଏମ୍‌ଡିଏଚ୍‌ ମସଲା। ଏଥିସହିତ ବିଶ୍ବ ଦରବାରରେ ନିଜର ପରଚିୟ ସୃଷ୍ଟି କରିପାରିଛି ଏମ୍‌ଡିଏଚ୍‌ ମସଲା। ହେଲେ ଏମ୍‌ଡିଏଚ୍‌ର ସମ୍ବର ମସଲାକୁ ଆମେରକାର ନା।ଆମେରିକାର ଖାଦ୍ୟ ନିରାପତ୍ତା ତଦନ୍ତକାରୀ ସଂସ୍ଥା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନ୍‌ଷ୍ଟ୍ରେସନ୍‌…

୯୵୧୧ ଆକ୍ରମଣକୁ ୧୮ ବର୍ଷ, ଦେଖନ୍ତୁ…

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୮ ବର୍ଷ ପୂରିଛି। ବିଶେଷକରି ଏହି ଆତଙ୍କବାଦୀ ଆକ୍ରମଣ ‘୯/୧୧ ଟେରର୍‌ ଆଟାକ୍‌’ ଭାବେ ଜଣାଶୁଣା। ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରି ଅଲ-କାଏଦା ଆତଙ୍କବାଦୀ ସଂଗଠନ ପକ୍ଷରୁ ଆମେରିକା ଉପରେ କରାଯାଇଥିବା ଏହି ଆକ୍ରମଣ ଏବେ ବି…

ହଙ୍ଗକଙ୍ଗ: ସରକାର ବିରୋଧରେ ବିକ୍ଷୋଭ…

ନୂଆଦିଲ୍ଲୀ: ହଙ୍ଗକଙ୍ଗରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଲୋକ। ଗତକାଲି ହଙ୍ଗକଙ୍ଗର ଭିକ୍ଟୋରିଆ ପାର୍କରେ ସ୍ଥାନୀୟ ସରକାର ବିରୋଧରେ ଲକ୍ଷ ଲକ୍ଷ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି। ଏକ ପ୍ରତ୍ୟାର୍ପଣ ବିଧେୟକକୁ ବିରୋଧ କରି ଲୋକମାନେ ବିରୋଧ କରିଛନ୍ତି। ହଙ୍ଗକଙ୍ଗରେ ବିକ୍ଷୋଭକାରୀଙ୍କୁ…

ଆମେରିକାରେ ହିଂସାତ୍ମକ ମୁଦ୍ରାରେ…

ସାନ୍‌‌ଫ୍ରାନ୍ସିସ୍‌କୋ: ଭାରତର ଜାତିର ଜନକ ତଥା ସତ୍ୟ ଓ ଅହିଂସାର ନବ ଭାଷ୍ୟକାର ଭାବେ ସାରା ବିଶ୍ବରେ ପରିଚିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ବିକ୍ୟତ କରିଦେଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋ ସହରରେ। ୧୯୮୮ ମସିହା ଠାରୁ…

ଧାରା ୩୭୦: ଏଲଓସିରେ ସବୁ ପକ୍ଷ ରଖନ୍ତୁ…

ନୂଆଦିଲ୍ଲୀ: ଉଚ୍ଛେଦ ହେଲା ଧାରା ୩୭୦। ସାରା ଭାରତବାସୀ ଏହାକୁ ନେଇ ଖୁସି ମନାଉଛନ୍ତି। ଅପରପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକା ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବାକୁ ଦାବି କରିଛି। ଧାରା ୩୭୦ ଉଚ୍ଛେଦ ହେଲାପରେ ନିୟନ୍ତ୍ରଣ ରେଖା(ଏଲଓସି)ରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ବଜାୟ ରଖିବାକୁ ଉଭୟ ଭାରତ…

ସେୟାର ବଜାର ମାନ୍ଦା: ଡଲାର ତୁଳନାରେ…

ନୂଆଦିଲ୍ଲୀ: ସେୟାର ବଜାରରେ ମାନ୍ଦା କାରବାର। ସେଇପାଇଁ ଆମେରିକୀୟ ଡଲାର ତୁଳାନରେ ଟଙ୍କା ଓ ୟାନ ବିନିମୟ ମୂଲ୍ୟରେ ସୋମବାର ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ପ୍ରତି ଡଲାର ବିନିମୟ ମୂଲ୍ୟ ୭୦ ଟଙ୍କା ୭୧ ପଇସାରେ ପହଞ୍ଚିବାବେଳେ ତାହା ପୂର୍ବରୁ ପ୍ରତି ଡଲାର ବିନିମୟ ମୂଲ୍ୟ ୬୯ ଟଙ୍କା ୬୦ ପଇସା ଥିଲା।…

ଓସାମା ବିନ୍ ଲାଡେନର ପୁଅ ହମଜା ମୃତ:…

ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ନିହତ ମୁଖ୍ୟ ଓସାମା ବିନ ଲାଡେନର ପୁଅ ହମଜା ବିନ୍ ଲାଡେନ(୩୦)ର ମୃତ୍ୟୁ ହୋଇଛି। ବୁଧବାର ତାକୁ ମାରି ଦିଆଯାଇଥିବା ଆମେରିକାର ସରକାରୀ ଅଧିକାରୀ କହିଛନ୍ତି। ତେବେ କେଉଁ ସ୍ଥାନରେ ହମଜା ଲାଡେନର ମୃତ୍ୟୁ ହୋଇଛି ଓ କେତେବେଳେ ହୋଇଛି ଏ ବାବଦରେ ସମ୍ପୂର୍ଣ୍ଣ…

ଶାମିଙ୍କୁ ମିଳିଲାନି ଆମେରିକା ଭିସା,…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆମେରିକା ଭିସା ମନା। ଶାମିଙ୍କ ନାଁରେ ତାଙ୍କ ପତ୍ନୀ ହସିନ ଜାହାନ ଘରୋଇ ହିଂସା ଭଳି ସଙ୍ଗିନ୍ ଅଭିଯୋଗ ଆଣିଥିବାରୁ, ତାଙ୍କୁ ଆମେରିକା ଯିବାକୁ ଅନୁମତି ମିଳି ନଥିଲା। ତେବେ ଏହି ଘଟଣାରେ ବିସିସିଆଇ ହସ୍ତକ୍ଷେପ କରିବା ପରେ ଶାମିଙ୍କୁ ଆମେରିକା…