Odisha Link
Bridging the Missing Links in Odisha
Browsing Tag

Archana Nag

ଜେଲରେ ରହିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ…

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ଜେଲ୍‌ରୁ ବାହାରିଲେ ଅର୍ଚ୍ଚନା ନାଗ। ହନିଟ୍ରାପ୍‌ କୁଇନ୍‌ ଭାବେ ଜଣା ୧୪ ମାସ ପରେ ଜେଲରରୁ ମୁକୁଳିଛନ୍ତି। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ଆଜି ମୁକୁଳିଛନ୍ତି। ତାଙ୍କୁ ଆଣିବା ପାଇଁ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଯାଇଥିଲେ। ଯାହାର ଦୃଶ୍ୟ…

ମନି ଲଣ୍ଡରିଂ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅଦାଲତି ଝଟକା। ଆସନ୍ତା ୮ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ନିଜ ଓକିଲ ଜରିଆରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳି ଆବେଦନ କରିଥିଲେ, ଯାହାକୁ ଖାରଜ…

ଅର୍ଚ୍ଚନା ନାଗ ମାମଲା: ମେ’ ୨୬ରେ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅର୍ଚ୍ଚନା ନାଗଙ୍କୁ ମାତ୍ର ଗୋଟେ ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଇଡି ମାମଲାରେ ଅର୍ଚ୍ଚନା ନାଗ ଜାମିନ ଆବେଦନ କରିଥିଲେ। ତେବେ ଏହି ଜାମିନ୍ ଆବେଦନର ଶୁଣାଣି ହେବାକୁ ଥିବାବେଳେ…

ମନି ଲଣ୍ଡରିଂ ମାମଲା: ସିଏଫ୍‌ଏସ୍‌ଏଲ୍‌…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼ ଦେଖାଦେଇଛି। ଖଣ୍ଡଗିରି ଥାନା ପୁଲିସ୍‌ ଜବତ କରିଥିବା ଅର୍ଚ୍ଚନା ଓ ଜଗବନ୍ଧୁ ଚାନ୍ଦଙ୍କ ୩ଟି ମୋବାଇଲ୍‌ରୁ ଅଧିକ ତଥ୍ୟ ବାହାରିବ ବୋଲି କୁହାଯାଉଛି। ତଦନ୍ତ ବେଳେ ଖଣ୍ଡଗିରି ପୋଲିସ ଜବତ କରିଥିବା ଅର୍ଚ୍ଚନାଙ୍କ ମୋବାଇଲ ଭୁବନେଶ୍ୱର…

ମନି ଲଣ୍ଡରିଂ ମାମଲା: କୋର୍ଟରେ ହାଜର…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଚାନ୍ଦ ତାଙ୍କ ସହ ସ୍ୱାମୀ ଜଗବନ୍ଧୁ। ପୂର୍ବରୁ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦେଶ ସାମ୍ନାକୁ ଆସିଥିଲା। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଥିଲେ…

ଅର୍ଚ୍ଚନା ନାଗ ମାମଲା: ଜଗବନ୍ଧୁଙ୍କୁ…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦେଶ ସାମ୍ନାକୁ ଆସିଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରହିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ…

ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲା:…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦେଶ ସାମ୍ନାକୁ ଆସିଛି। ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏନେଇ ହାଇକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଥିବା…

ଅର୍ଚ୍ଚନା ନାଗ ମାମଲା : ଖଗେଶ୍ବରଙ୍କ…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କରୁଛି ଇଡି। ମାମଲାରେ ସମ୍ପୃକ୍ତ ଥିବା ଖଗେଶ୍ୱରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଜିଲ୍ଲା ଜଜ୍ କୋର୍ଟ। ଅନ୍ୟପକ୍ଷେ, ବ୍ଲାକମେଲର୍ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜାମିନ ଆବେଦନ କରିଥିବା ଜଣା ପଡିଛି। ଖବର…

ଅର୍ଚ୍ଚନା ନାଗ ମାମଲା : ଆଜି ଚାର୍ଜସିଟ୍…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ପୁଲିସ। ୨୪ ଶହ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିବ ଖଣ୍ଡଗିରି ଥାନା ପୁଲିସ। ୧ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଏହି ଚାର୍ଜସିଟରେ ଉଲ୍ଲେଖ ହୋଇଥିବା କୁହାଯାଉଛି। ସିଡିଆର…

ଅର୍ଚ୍ଚନା ନାଗ ମାମଲା : କୋର୍ଟରେ ହାଜର…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ଆଜି କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯାଇଥିଲା। ତେବେ ଆଜି କୋର୍ଟରେ ହାଜର ହୋଇଥାନ୍ତେ ଶ୍ରଦ୍ଧାଞ୍ଜଳୀ, ହେଲେ ଶ୍ରଦ୍ଧାଞ୍ଜଳୀ ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର…