Odisha Link
Bridging the Missing Links in Odisha
Browsing Tag

Baby girl

ଜନ୍ମ ହେଲା ବିରଳ ଶିଶୁକନ୍ୟା, ରହିଛି…

କେନ୍ଦ୍ରାପଡ଼ା: ଜନ୍ମ ହୋଇଛି ବିରଳ ଶିଶୁକନ୍ୟା । କେନ୍ଦ୍ରପଡାର ଏକ ଘରୋଇ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଛି। ଯାହାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ ଟି ହାତ, ୪ ଟି ଆଖି ଓ ୪ ଟି କାନ ସହିତ ଦୁଇଟି ଗୋଡ଼ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ…

ପରିବାର ଆଗରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ: ବାପା ମାଆଙ୍କ ଆଗରେ ଜୀବନ୍ତ ଜଳିଗଲା ୩ ବର୍ଷର ଝିଅ। ଏହି ଅଭାବନୀୟ ଘଟଣାଟି ରାଜନଗର ଓକିଲ ପାଳ ଗାଁ ଘଟିଛି। ବାପା- ମାଆଙ୍କ ସହିତ ୧୨ ବର୍ଷର ଝିଅ ମଧ୍ୟ ଗୁରୁତର। ସେମାନଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଧାନ ବିଲ ଜଗିବାକୁ ପଲାରେ ଶୋଇଥିବା ବେଳେ ନିଆଁ ଲାଗିଥିବା…

କରୋନାରେ ଆଖି ବୁଜିଲା ୪ ମାସର ଶିଶୁ…

କୋଝିକୋଡ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ଦେଶରେ ମୃତକଙ୍କ ସଂଖ୍ୟା ୭୦୦ ଟପିଲାଣି। ଏହାରି ମଧ୍ୟରେ କରୋନା ପଜିଟିଭରେ ଆକ୍ରାନ୍ତ ହୋିଥିବା ଏକ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଗତ ଗୁରୁବାର ଶିଶୁଟିର କରୋନା ରିପୋର୍ଟ ପଜିଟିଭ ଆସିଥିବାବେଳେ ଶୁକ୍ରବାର…