Odisha Link
Bridging the Missing Links in Odisha
Browsing Tag

Balangir

କାଲିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର: କାଲିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ। ବଲାଙ୍ଗିର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨ ଦିନିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ୧୯ ଏବଂ ୨୦ ତାରିଖରେ ବଲାଙ୍ଗିର ସମସ୍ତ ବ୍ୟାଙ୍କ୍‌, ସରକାରୀ ଅଫିସ୍, ପୋଷ୍ଟ ଅଫିସ୍‌ ବନ୍ଦ ରହିବ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ…

ବ୍ୟବସାୟୀଙ୍କ ଘରୁ ଡକାୟତି; ଲୁଟି ନେଲେ…

ବଲାଙ୍ଗୀର: ବଲାଙ୍ଗୀର ବ୍ଲକର କୁଡ଼ାସିଙ୍ଗା ଗାଁର ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ହୋଇଛି। ଉଜ୍ଜ୍ୱଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକଟଙ୍କାର ସୁନଗହଣା ସହ ଟଙ୍କା ଲୁଟ ହୋଇଥିବା ନେଇ ଆଜି ଅଭିଯୋଗ ହୋଇଛି। ଲୁଟେରାମାନେ ମାନେ ୩୦ ଭରି ସୁନା , ୪୦ ହଜାର ଟଙ୍କା ଲୁଟ କରିଥିବା…

୨୯ରୁ ଶୁଳିଆ ମହୋତ୍ସବ

ବଲାଙ୍ଗୀର: ବଲାଙ୍ଗୀରର ପ୍ରସିଦ୍ଧ ଶୁଳିଆ ଯାତ୍ରା ମହୋତ୍ସବ ଆସନ୍ତା ୨୯ତାରିଖରୁ ୩୧ଯାଏ ପାଳନ କରାଯିବ। ଏହି ଯାତ୍ରା ଦେଓଗାଁ ବ୍ଳକ କୁଲତାପଡା ପଞ୍ଚାୟତ ଅର୍ନ୍ତଗତ ଖଇରଗୁରା ଏବଂ କୁମୁରିଆରେ ଅନୁଷ୍ଠିତ ହେବ। ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ପରେ ସୂଚନା ମିଳିଛି। ଏହି ବୈଠକରେ ଜିଲ୍ଲା ଆଦିବାସୀ ସଂଘର…

ଆଜିଠୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର: ବିଭିନ୍ନ ଦାବିକୁ ନେଇ ଵଲାଙ୍ଗିର ଆକ୍ସନ କମିଟି ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ବଲାଙ୍ଗିର ବନ୍ଦ ଡାକରା ଦେଇଛି। ଫଳରେ ଆଜି ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରି ଦେଇଛନ୍ତି। ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ , ବୀମା ଓ ବ୍ୟାଙ୍କ ବନ୍ଦ କରିବା ପାଇଁ ଆକ୍ସନ କମିଟି…

୭୦ ଲକ୍ଷ ଠକି ନେଲେ ମହିଳା !

ବଲାଙ୍ଗିର: ସହାୟତା କରିବା ବାହାନାରେ ୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ଆରତି ନାୟକ ନାମକ ଜଣେ ମହିଳା। ଏହି ପରି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡ଼ାରୁ। ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ଯାଜପୁର ଜିଲ୍ଲାର ଆରତି ତାଙ୍କ ପରିବାର ସହିତ ଆସି ଗାନ୍ଧୀ ନଗର ପଡ଼ାରେ…

ବଲାଙ୍ଗିର ଠାରେ ଆମ ପୋଲିସ ସମିତି…

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୋଲିସ ପକ୍ଷରୁ ଗୁଣି ଗାରେଡି ପରି ଅନ୍ଧବିଶ୍ବାସ ବିରୋଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆମ ପୋଲିସ ସମିତି ସିରୋନାମାରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ରବିବାର ଦିନ ସଦର ଥାନା ଅଧିନ ମାହାର ପଲ୍ଲୀ ଛକ ଠାରେ ଏକ ଜନଚେତନା କାର୍ଯ୍ୟକ୍ରମରେ ସଦରଥାନା ଅଧିକାରୀ…

ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ବରିଷ୍ଠ…

ବଲାଙ୍ଗୀର: ବଲାଙ୍ଗୀରରେ ଏକ ଦମ୍ପତ୍ତିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢାଉ କରାଯାଇଛି। ଦମ୍ପତ୍ତି ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରିନାଥ ସେଠ୍‍ ଓ ତାଙ୍କ ପତ୍ନୀ ୱେସ୍କୋର ଜୁନିଅର ଆକାଉଣ୍ଟାଣ୍ଟ ସୀତାରାଣୀ ସେଠ୍‍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଭଉଣୀକୁ ବଞ୍ଚାଇ ଭାଇ ମୃତ

ବଲାଙ୍ଗିର: ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୁରିବାହାର ଥାନା ଗୁରୁଣ୍ଡା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଓଳାଇବା ବେଳେ ଉଭଣୀ ଜଣକ ବିଦୁ୍ୟତ ତାର ସମ୍ପର୍କରେ ଆସିଯାଇଥିଲେ। ଏହି ଅବସରରେ ଉଭଣୀକୁ ଉଦ୍ଧାର କରିବାକୁ ଯାଇଥିବା ବଡ଼ ଭାଇକୁ…