Odisha Link
Bridging the Missing Links in Odisha

କାଲିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର: କାଲିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ। ବଲାଙ୍ଗିର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨ ଦିନିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ୧୯ ଏବଂ ୨୦ ତାରିଖରେ ବଲାଙ୍ଗିର ସମସ୍ତ ବ୍ୟାଙ୍କ୍‌, ସରକାରୀ ଅଫିସ୍, ପୋଷ୍ଟ ଅଫିସ୍‌ ବନ୍ଦ ରହିବ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ପ୍ରକଳ୍ପ, ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ଶୀଘ୍ର ସମାପ୍ତ ଦାବିରେ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

Comments are closed.