Odisha Link
Bridging the Missing Links in Odisha
Browsing Tag

Baleswar

ଚାହା ପିଇ ୧୫ ଗୁରୁତର

ଜଳେଶ୍ବର : ଚା’ ପିଇ ୧୫ ଜଣ ଲୋକ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରଣସିଂହ ଗ୍ରାମରେ। ସୂଜନା ମୁତାବକ, ଚାହା ପ୍ରସ୍ତୁତ ବେଳେ ଅଜାଣତରେ ଚାହା ପତି ବଦଳରେ କୀଟନାଶକ ପଡ଼ିଯାଇଥିଲା ଏବଯ ସେହି ଏହି ବିଷାକ୍ତ ଚାହା ପିଇ ୧୫ ଜଣ ଗୁରୁତର ହୋଇ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ…

୬ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର…

ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ପ୍ରାୟ ୬ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। ଆଜି ସକାଳ ପାଖାପାଖି ପ୍ରାୟ ସାଢ଼େ ୫ଟା ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗାଁରେ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢଉ କରାଯାଇଥିଲା। ରାଜପୁରର ଆବାସ ଖାନ ନାମକ…

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ…

ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ ଅଚାନକ ବାଲେଶ୍ୱରସ୍ଥିତ ଉତ୍କଳ ବାଳାଶ୍ରମ ପରିଦର୍ଶନ କରି ଅନ୍ତେବାସୀମାନଙ୍କୁ ଭେଟିଥିଲେ । ଗସ୍ତ ସମୟରେ ପିଲାମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ରହିବା ବ୍ୟବସ୍ଥା ବୁଲି ଦେଖିଥିଲେ ।…

ତିନିଜଣ ଯୁବକଙ୍କୁ ଗ୍ରାମବାସୀଙ୍କ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶ୍ୟାମାରାଇପୁର ଗ୍ରାମରେ ଚୋରି କରିଥିବା ଅଭିଯୋଗରେ ତିନିଜଣ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶ୍ୟାମାରାଇପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ରବିବାର ରାତିରେ ଚୋର ଘରେ ପଶି ଚୋରି ଉଦ୍ୟମ କରୁଥିଲେ।…

ଓଲଟିଲା ତୀର୍ଥଯାତ୍ରୀ ବସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସିମୁଳିଆ ଥାନା ନିକଟରେ ନୟନ ଜୁରୀରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀଙ୍କର ବସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।…

ଆଉ ବାଇକ୍‌ରେ ଲାଗିପାରିବ ନାହିଁ ଉଚ୍ଚ…

ବାଲେଶ୍ୱର : ଆପଣ ବାଇକ୍‌ରେ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପ୍ ଲଗାଇଛନ୍ତି କି ? ନମ୍ବର ପ୍ଲେଟ୍ ଆରଟିଓ ନିୟମ ଅନୁସାରେ ନାହିଁ କି ? ଯଦି ହଁ ତେବେ ହୁସିଆର୍। କାରଣ ଏବେ ବାଲେଶ୍ୱର ଟ୍ରାଫିକ୍ ପୁଲିସ୍ କଡ଼ାକଡ଼ି ନିୟମ କରିଛି। ଗତକାଲି ବାଲେଶ୍ୱର ଟ୍ରାଫିକ୍‌ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ…

ସଡ଼କ ଦୁର୍ଘଟଣାରେ ଜଣେ ମୃତ ୨ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବରର ନନ୍ଦିକା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାଲା ଅଟୋକୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ…

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ

ବାଲେଶ୍ଵର : ପଶ୍ଚିମବଙ୍ଗରୁ ରୋଗୀ ନେଇ ଆସୁଥିବା ଏକ ଆମ୍ବୁଲାନ୍ସ ସହିତ ଟ୍ରକ ସାମ୍ନା ପଟରୁ ଧକ୍କା ହେବାରୁ ଆମ୍ବୁଲାନ୍ସରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…

ପୃଥ୍ବୀ-୨ର ସଫଳ ପରୀକ୍ଷଣ

ବାଲେଶ୍ଵର: ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରରେ ଗୁରୁବାର ରାତି ସାଢ଼େ ୮ଟାରେ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ପୃଥ୍ବୀ-୨ର ଏହି ରାତ୍ରିକାଳୀନ ପରୀକ୍ଷା ୪ର୍ଥ ଥର ପାଇଁ କରାଯାଇଥିବାବେଳେ ଏହା ସଫଳ ହୋଇଛି ।…

ଲୁଟ୍‍ ପରେ ସ୍କୁଟିରୁ ମହିଳାଙ୍କୁ…

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ନିକଟରେ ଆଜି ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କଠାରୁ ୩ଜଣ ଦୁର୍ବୃତ୍ତ ସୁନାହାର ଲୁଟି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ହେଉଛନ୍ତି ରୋଷୋ ଗ୍ରାମର ମାନସୀ ପଣ୍ଡା। ହାର ଲୁଟି ନେବା ପରେ ଦୁର୍ବୃତ୍ତମାନେ ମାନସୀଙ୍କୁ ସ୍କୁଟିରୁ ଠେଲି ପକାଇ…