Odisha Link
Bridging the Missing Links in Odisha
Browsing Tag

Bear

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା: ପାଟଣା ରେଞ୍ଜ ଅନ୍ତର୍ଗତ ଫୁଲ ପାହାଡ଼ି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ଫୁଲପାହାଡ଼ି ଗ୍ରାମର କେସନ ଦେହୁରୀ ବୋଲି ଜଣାପଡିଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ହାଟରୁ ଘରକୁ ଫେରୁଥିବାବେଳେ ଗାଁ ମୁଣ୍ଡରେ ଏକ ଭାଲୁ ତାଙ୍କୁ…

କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ବାଡ଼ିରେ…

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀଙ୍କ ବାଡ଼ିରେ ଭାଲୁ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ସ୍ଥିତ ବାସ ଭବନ ବାଡ଼ିରେ ଭାଲୁ ପଶିଥିବା ସୂଚନା। ହେଲେ ଏପର୍ଯ୍ୟନ୍ତ ଭାଲୁଟିର ସନ୍ଧାନ ମିଳିପାରି ନାହିଁ। ବୁଧବାର ଭୋର ସମୟରେ ଭାଲୁ ପଲ ଜଙ୍ଗଲକୁ ପଳାଇଥିବା ବେଳେ ସେହି ପଲରୁ ଗୋଟିଏ ଭାଲୁ ରହିଯାଇଥିଲା ।…

ଯନ୍ତାରେ ପଡ଼ିଲା ଉତ୍ପାତିଆ ଭାଲୁ

ନବରଙ୍ଗପୁର : ବନ ବିଭାଗର ଯନ୍ତାରେ ପଡ଼ିଲା ଉତ୍ପତିଆ ଭାଲୁ। ଗତକାଲି ବିଳମ୍ବିତ ରାତିରେ ଉତ୍ପାତିଆ ଭାଲୁଟି ବନ ବିଭାଗ ବସାଇଥିବା ଯନ୍ତାରେ ପଡିଥିଲା। ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଦହଣା ଗାଁର କିଶୋର ଚନ୍ଦ୍ର ମିଶ୍ରଙ୍କ ଘର ବାଡିରେ ପଶି ଗତ କିଛିଦିନ ଧରି ଆତଙ୍କ…

ସ୍କୁଲରେ ଭାଲୁ !

ମାଲକାନଗିରି: ସ୍କୁଲ କ୍ୟାମ୍ପସରେ ଭାଲୁ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ମା ଭାଲୁ ସହ ୩ଟି ଛୁଆ ଭାଲୁ ସ୍କୁଲ ହଷ୍ଟେଲ ଭିତରକୁ ଆସିଥିଲେ। ସ୍କୁଲ…

କୂଅକୁ ପଡ଼ିଲା ଭାଲୁ, ଉଦ୍ଧାର କାର୍ଯ୍ୟ…

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ କୂଅ ଭିତରକୁ ଏକ ଭାଲୁ ଖସି ପଡ଼ିଛି । ସୁକିନ୍ଦାର ହାଟସାହିରେ ଗତକାଲି ରାତିଠୁ ଭାଲୁଟି ଆତଙ୍କ ସୃଷ୍ଟି କରିଥିଲା । ଗାଁ ଭିତରେ ଭାଲୁ ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ତେବେ ଭାଲୁଟି ଏହାପରେ ଗାଁର ଏକ କୂଅ ଭିତରକୁ ଖସି ପଡ଼ିଛି । ବନ ବିଭାଗ ଟିମ୍…