Odisha Link
Bridging the Missing Links in Odisha
Browsing Tag

Bhopal

ବିମାନ ଦୁର୍ଘଟଣାରେ ଦୁଇ ପାଇଲଟ୍‌ ମୃତ

ଭୋପାଳ: ଗତକାଲି ରାତିରେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଢାନା ଏୟାର୍‌ଷ୍ଟ୍ରିପ୍‌ ନିକଟରେ ରୁଟିନ୍‌ ତାଲିମ ସମୟରେ ଏକ ଦୁଇ-ଆସନବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ଦୁଇ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଦ୍ୱୟ ହେଉଛନ୍ତି ପ୍ରଶିକ୍ଷକ ଅଶୋକ ମକ୍‌ଓ୍ଵାନା ଏବଂ ତାଲିମ…

ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ…

ଭୋପାଲ : ସାଂସାରିକ ଜୀବନରେ ଅନେକ ସମୟରେ ପରସ୍ପର ଭିତରେ ଝଗଡ଼ା ଲାଗିଥାଏ । ସେ ଝଗଡ଼ା ଛୋଟ ହେଉକି ବଡ଼ ସମୟ ଅନୁସାରେ ଠିକ ହୋଇଯାଇଥାଏ । ପ୍ରତି ଘରେ ସାମାନ୍ୟ ଖାଦ୍ୟକୁ ନେଇ ଝଗଡ଼ା ସୃଷ୍ଟି ହୋଇଥାଏ । ସେହିପରି ମଧ୍ୟ ପ୍ରଦେଶରେ ଏକଘଟଣା ଘଟିଯାଇଛି ଯାହା ଆପଣ ଶୁଣିଲେ ଆଶ୍ଚଯ୍ୟ ହେବା । ଦେବାସରେ…

ମଧ୍ୟପ୍ରଦେଶରେ କାର ଦୁର୍ଘଟଣା, ୪ ଜାତୀୟ…

ଭୋପାଲ: ଆଜି ସକାଳେ ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବିକ ଏଥିରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଇନ୍ଦୋରର…

ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଭୋପାଲ: ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ। ମଧ୍ୟପ୍ରଦେଶର ଗ୍ୱାଲିଅରରେ ଦୁର୍ଘଟଣାର ଶିକାର ହୋଇଛି ବିମାନ। ବିମାନରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ଅବତରଣ କରିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।…

ଭୋପାଳରେ ଅଘଟଣ: ମୂର୍ତ୍ତି ବସର୍ଜନ…

ଭୋପାଳ: ଭୋପାଳରେ ଅଘଟଣ। ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଅଘଟଣର ଶିକାର ହେଲେ ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁ ମାନେ ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ। ଉଦ୍ଧାରକାରୀ…