Odisha Link
Bridging the Missing Links in Odisha
Browsing Tag

Bijepur Bypoll

ବିଜେପି ନେତା ସନତ ଗଡ଼ତିଆ କିଣିଲେ ଫର୍ମ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଅପରପକ୍ଷେ ବିଜେପି ରବିବାର ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି।…

ଅସନ୍ତୋଷ ଥିଲା ଆଉ ନାହିଁ: ରୀତା

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି। ନାମ ଘୋଷଣା ହେବା ପରେ ରୀତା ସାହୁ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟ ଦେଇଛନ୍ତି। ରୀତା ସାହୁଙ୍କ ପ୍ରାର୍ଥିତ୍ୱ ନେଇ ଅସନ୍ତୋଷ ଥିଲା ବୋଲି ଖୋଦ ରୀତା ସାହୁ ମାନିଛନ୍ତି। ଆପଣଙ୍କୁ…