Odisha Link
Bridging the Missing Links in Odisha
Browsing Tag

Bijepur Bypoll

ଆଜି ବିଜେପୁରରେ ମୁଖ୍ୟମନ୍ତ୍ରୀ କରିବେ…

ବିଜେପୁର: ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏଥିପାଇଁ ନିର୍ବାଚନୀ ପ୍ରସାର ସରିବାର ସମୟ ସୀମା ଅଛି ୧୯ ତାରିଖ। ଯାହାରି ଫଳରେ ବିଜପେୁର ପାଲଟିଛି ନେତାପୁର। ୩ ପ୍ରମୁଖ ଦଳର ହେଭିୱେଟ୍ ବିଜେପୁରରେ ଡେରା ପକାଇଛନ୍ତି। ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମୈଦାନରେ ନିଜ ନିଜ ଶୈଳୀରେ ଭୋଟରଙ୍କୁ ଭୋଟ୍‌…

ବିଜେପୁର ଉପନିର୍ବାଚନ: ଅଶୋକ ବିଜେଡି…

ବିଜେପୁର: ବିଜେପୁର ଉପନିର୍ବାଚନରେ ପ୍ରଚାର ମଇଦାନରେ ଅଶୋକ ପାଣିଗ୍ରାହୀ। ସେ ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବରପାଲୀ ବ୍ଲକ୍ ବିସିପାଲ୍ଲୀରେ ନିଜ ସମର୍ଥକଙ୍କ ସହ ପ୍ରଚାର କଲେ ଅଶୋକ। ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ ଅଶୋକ ପାଣିଗ୍ରାହୀ। ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ…

ବିଜେଡି ପାଇଁ ପ୍ରଚାର କରିବେ ଅଶୋକ

ବିଜେପୁର: ବିଜେପୁର ଉପନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରିବେ ବିଜେପି ଛାଡିଥିବା ନେତା ଅଶୋକ ପାଣିଗ୍ରାହୀ। ଏନେଇ ଖୋଦ ଅଶୋକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସେ ବିଜେପୁର ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। କର୍ମୀଙ୍କ ମତାମତ ନେବା ପରେ ସେ ଏପରି ନିଷ୍ପତ୍ତି…

ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ନବୀନ: କୁଷୁମ…

ବିଜେପୁର: ବିଜେପୁରରେ ଜମୁଛି ନିର୍ବାଚନୀ ପ୍ରଚାର। ପୂଜାପରେ ବିିଭିନ୍ନ ଦଳ ଉପନିର୍ବାଚନ ପାଇଁ ଆରମ୍ଭ କରିଛନ୍ତି କସରତ। ହାତରେ ଆଉ ଦିନ କେଇଟା ଥିବାରୁ ବିଭିନ୍ନ ଦଳର ନେତା ଏବେ ବିଜେପୁର ମୁହାଁ ହୋଇଛନ୍ତି। ଆଜି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ।…

ନବୀନ ବିଜେପୁର କାହିଁକି ଛାଡ଼ିଲେ:…

ବିଜେପୁର: ପୂଜା ସରିବା ପରେ ଆଜି ବଢ଼ିଛି ବିଜେପୁର ଉପନିର୍ବାଚନ ତାତି। ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି କ୍ରମରେ ଆଜି ବିଜେପିୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତ । ଗାଇସିଲଟ ବ୍ଲକ ତଳପାଲିଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଦଳୀୟ ପ୍ରାର୍ଥୀ…

ବିଜେପୁର ଉପନିର୍ବାଚନ: ଆଜି ପ୍ରଚାର…

ବିଜେପୁର: ସରିଲା ପୂଜା। ବିଜେପୁର ଆସ୍ତେ ଆସ୍ତେ ପାଲଟୁଛି ନେତାପୁର। ବିଜେପୁର ଉପନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲେଇଲେଣି ଷ୍ଟାର ପ୍ରଚାରକ। ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇସିଲଟ ବ୍ଲକର ତଳପାଲି ଓ…

ପଦାରେ ପଡ଼ିଲା କଂଗ୍ରେସର କଳି, ରିପୁନାଥ…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର କଳି। ପିସିସି ସଭାପତି ନିରଞ୍ଜନଙ୍କୁ ଭେଟିଲେ ରିପୁନାଥ ସେଠ୍। ବିଜେପୁର ଉପନିର୍ବାଚନ ପାଇଁ ଦିଲୀପ ପଣ୍ଡାଙ୍କ ପ୍ରାର୍ଥିତ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଟିକେଟ ପାଇଁ ଆଶାୟୀ ଥିବା ରିପୁନାଥ ସେଠ୍। ଏଥିସହିତ ନିରଞ୍ଜନଙ୍କୁ…

ବିଜେପୁର ଉପ-ନିର୍ବାଚନ: ସରିଲା ପୂଜା,…

ଭୁବନେଶ୍ୱର: ଆଉ ୧୦ଦିନ ପରେ ବିଜେପୁରରେ ହେବ ଉପ-ନିର୍ବାଚନ। ସେଥିପାଇଁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ହେଲେ ତିନି ପ୍ରମୁଖ ଦଳ ପାଟକୁରା ନିର୍ବାଚନରେ ଦେଖାଇଥିବା ଜୋଶ ଏ ପର୍ଯ୍ୟନ୍ତ ବିଜେପୁର ଉପନିର୍ବାଚନରେ ଦେଖିବାକୁ ମିଳିନାହିଁ। ଏହାରିମଧ୍ୟରେ ପ୍ରକାଶ ପାଇ ସାରିଛି ତିନି ପ୍ରମୁଖ ଦଳର…

ବିଜେପୁର ଏବେ ନେତାପୁର, ପ୍ରଚାରରେ…

ବିଜେପୁର: ଆସନ୍ତା ୨୧ରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ବିଜେପୁର ନିର୍ବାଚନୀ ମଣ୍ଡଳୀ ହୋଇଛି ଚଳଚଞ୍ଚଳ। ଉପନିର୍ବାଚନ କିଭଳି ବିଜୟୀ ହେବେ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ଏଥିସହିତ ବିଜେପୁର ଜମିଛି ନେତାଙ୍କ ଭିଡ଼। ଅଳ୍ପ କିଛି ଦିନ ପାଇଁ ବିଜେପୁର ବନିଯିବ ନେତାପୁର।…

ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ…

ଭୁବନେଶ୍ବର: ୨୧ରେ ବିଜେପୁର ନିର୍ବାଚନ। ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ପରେ ପରେ ସବୁ ଦଳର ପ୍ରାର୍ଥୀମାନେ ନାମାଙ୍କନ ଭରିବା ପରେ ସବୁ ଦଳରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି…