Odisha Link
Bridging the Missing Links in Odisha
Browsing Tag

Birthday

ମୁଁ ଏବେ ବି ଫିଟ୍‌ : ଦାମ ରାଉତ

ଓଏଲ୍‌ ବ୍ୟୁରୋ: ୮୧ ବର୍ଷରେ ପଦାର୍ପଣ କରିଛନ୍ତି ବରିଷ୍ଠ ରାଜନେତା ଦାମଦୋର ରାଉତ। ଜନ୍ମଦିନ ଉପଲକ୍ଷେ ବିଜେଡିର ଏହି ପୂର୍ବତନ ନେତାଙ୍କ ନିକଟକୁ ଛୁଟିଛଇ ଶୁଭେଚ୍ଛାର ସୁଅ। ବହୁ ବରିଷ୍ଠ ନେତା, ସାମ୍ବାଦିକ, ମାନ୍ୟଗଣ୍ୟ ବ୍ୟକ୍ତି ଦାମ ରାଉତଙ୍କୁ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।…

୫୩ ବର୍ଷରେ ପାଦ ଥାପିଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର…

ଜନ୍ମଦିନ ପାଳିବେନି ସୋନିଆ, ଜାଣନ୍ତୁ…

ନୂଆଦିଲ୍ଲୀ: ନିଜ ଜନ୍ମଦିନ ପାଳିବେ ନାହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୋନିଆ ଡିସେମ୍ବର ୯ରେ ୭୪ ବର୍ଷରେ ପାଦ ଦେଉଛନ୍ତି। ଦିଲ୍ଲୀର…

୫୫ ବର୍ଷରେ ପାଦ ଥାପିଲେ କିଙ୍ଗ୍‌ ଖାଁ…

ମୁମ୍ବାଇ: ଆଜି ବଲିଉଡ ବାଦଶାହ ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହରୁଖ। ଶାହରୁଖଙ୍କ ଜନ୍ମଦିନ ଅବସରରେ ବହୁ କଳାକାରଙ୍କ ସମେତ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୬୫ ନଭେମ୍ବର ୨ରେ ଶାହରୁଖ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ।…

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୫ ବର୍ଷରେ ପଦାର୍ପଣ କରିଲେ ନବୀନ ପଟ୍ଟନାୟକ। ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। https://twitter.com/dpradhanbjp/status/1316929786418237440…

ନବୀନଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଭୁବନେଶ୍ବର: ଆଜି ୭୫ ବର୍ଷରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଜନ୍ମଦିନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ନବୀନ…

୭୫ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମ ଦିନ। ୭୪ ପୂରି ଆଜି ଠାରୁ ତାଙ୍କୁ ୭୫ ଚାଲିଲା। ନବୀନ ପଟ୍ଟନାୟକ ୧୯୪୬ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି…

ଚଳିତ ବର୍ଷ ଜନ୍ମ ଦିନ ପାଳିବେନି…

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ। କାଲି ୭୫ ବର୍ଷ ବୟସରେ ପଦାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ଚଳିତ ବର୍ଷ ଜନ୍ମ ଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ। କୋଭିଡ଼ ସକ୍ରମଣକୁ ଦୃଷ୍ଟିରେ ରଖି ନିଜ ଜନ୍ମ ଦିନ ପାଳନ କରିବେ ନାହିଁ…

୬୬ ବର୍ଷରେ ପାଦ ଥାପିଲେ ରେଖା

ମୁମ୍ବାଇ: ୬୬ ବର୍ଷରେ ପାଦ ଥାପିଲେ ବଲିଉଡର ଏଭର-ଗ୍ରୀନ୍ ଅଭିନେତ୍ରୀ ରେଖା।। ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ରେଖା ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ରଙ୍ଗୁଲା ରତ୍ନମରେ ଶିଶୁ ଅଭିନେତ୍ରୀ ଭାବରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲ ରେଖା। ୧୮୦ ରୁ ଅଧିକ…

ମୋଦୀଙ୍କ ଜନ୍ମଦିନକୁ ବେରୋଜଗାର ଦିବସ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୦ ତମ ଜନ୍ମଦିନ। ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ଭାଜପା ଏହି କାର୍ଯ୍ୟକ୍ରମକୁ ସପ୍ତାହେବ୍ୟାପୀ ସେବା ସପ୍ତାହ ରୂବେ ପାଳନ କରୁଛି। ହେଲେ କିଛି ଯୁବପିଢ଼ି ମୋଦିଙ୍କ ଜନ୍ମଦିନରେ ଟୁଇଟରରେ…