Odisha Link
Bridging the Missing Links in Odisha
Browsing Tag

Book

ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ:…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍‌ ୧୭ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାରି ମଧ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ପିଲାମାନେ କିପରି ପାଠ ପଢିବେ ସେ ନେଇ…

ଫୁଲ ନୁହେଁ ଆପଣଙ୍କ ପସନ୍ଦର ବହିଟିଏ…

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ହେମନ୍ତ ସୋରେନ। ଏହି ଖବର ପ୍ରସାର ହେବା ପରଠୁ ହେମନ୍ତ ସୋରେନଙ୍କ ପ୍ରଶଂସକମାନେ ଫୁଲତୋଡା ପଠାଇବାରେ ଲାଗିଛନ୍ତି। ହେଲେ ଏହାକୁ ନଜରରେ ରଖି ହେମନ୍ତ ସୋରେନ ତାଙ୍କ ପ୍ରଶଂସକଙ୍କୁ ଟୁଇଟର ମାଧ୍ୟମରେ କିଛି ବାର୍ତ୍ତା ଦେଇଛନ୍ତି। ହେମନ୍ତ…

ଭାରତ ଏକ ଭୂଗୋଳ ନୁହେଁ, ଏକ ଭାବ:…

ଭୁବନେଶ୍ବର: ଭାରତ ଏକ ଭାବର ପ୍ରତୀକ। ତାତ୍ତ୍ବିକ ଅର୍ଥରେ ଏହାକୁ ଭୌଗୋଳିକ ସୀମାରେଖା ମଧ୍ୟରେ ରଖିହେବ ନାହିଁ । ସମଗ୍ର ବ୍ରହ୍ମାଣ୍ଡର ରୂପରେଖ ହେଉଛି ଭାରତ, ଯାହାର ପରିଚୟ ଆଧ୍ୟାତ୍ମିକ ଚେତନା ଉପରେ ପର୍ଯ୍ୟବସିତ। ଏବଂ ଏହି ଚେତନାର ସର୍ବଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ ଗୀତା ଯାହା କାଳାତୀତ ଓ…

ଲୋକାର୍ପିତ ହେଲା ‘ଓଡ଼ିଶା ରାଜନୀତିର ନୀରବ…

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ରାଜ୍ୟର ବିକାଶ ସହିତ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ଜଣେ ବିଶିଷ୍ଟ ରାଜନେତା। ନିଜର ନିରଳା ବ୍ୟକ୍ତିତ୍ୱ ଓ ନିଷ୍ଠାପର ଜନସେବା ତାଙ୍କୁ ଜଣେ ରାଷ୍ଟ୍ରନୀତିଜ୍ଞ ଆଦୃତି ପ୍ରଦାନ କରିଛି ବୋଲି ଓଡ଼ିଶା ବିଧାନସଭା…