Odisha Link
Bridging the Missing Links in Odisha
Browsing Tag

Brahmapur

ବ୍ରହ୍ମପୁର ଓ ଭୁବନେଶ୍ବରରେ ଘରେ ପହଞ୍ଚିବ…

ବ୍ରହ୍ମପୁର: ଲକ୍‌ଡାଉନ୍‌ ସମୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଟିକାକରଣ କେନ୍ଦ୍ରକୁ ଆସିପାରୁ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏଣିକି ଟିକା ଗାଡ଼ି ଘରକୁ ଆସିବ। ବ୍ରହ୍ମପୁର ନଗର ନିଗମ ଅଞ୍ଚଳରେ ଏଭଳି ସେବା ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟରେ ପ୍ରଥମ ଥର ପାଇଁ…

ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ ,୨ଶିଶୁ…

ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ଚାଲିଗଲା ୨ ଶିଶୁ ପୁତ୍ରଙ୍କ ଜୀବନ। ବାଇକ୍‌ ଉପରେ ମାଡିଗଲା ଟ୍ରକ। ଯାହାଫଳରେ ୨ଜଣ ଶିଶୁଙ୍କର ମୃତ୍ୟୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥରେ ଘଟିଛି। ପ୍ରକାଶ ଯେ, ଏକ ବାଇକ୍‌ ଯୋଗେ ବାପା ,…

୪ଲକ୍ଷ ୫୦ହଜାର ଟଙ୍କାର ବ୍ରାଉସୁଗାର ଜବତ

ବ୍ରହ୍ମପୁର: ବ୍ରହ୍ମପୁରରୁ ପୁଣି ବ୍ରାଉସୁଗାର ଜବତ। ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ଦ୍ୱାରା ୪୫ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୪ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରି ପୁଲିସ । ଖବର ଅନୁଯାୟୀ, ଜଣେ ଯୁବକ ପୁରୀରୁ ଗତକାଲି…

ଆଇପିଏଲ ବେଟିଂ: ବିପୁଳ ଟଙ୍କା ଓ ବୁକି…

ବ୍ରହ୍ମପୁର: ବ୍ରହ୍ମପୁରରୁ ଧରାପଡିଛି ଆଇପିଏଲ୍‌ ବେଟିଂର ଏକ ବଡ଼ ର‌୍ୟାକେଟ୍‌। ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସୂଚନା ଆଧାରରେ ଚଢ଼ଉ କରି ଆଇପିଏଲ ବେଟିଂ ରାକେଟର ପର୍ଦ୍ଧାଫାସ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୁଲିସ। ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍‌ ବେଟିଂର ସାମ୍ରାଜ୍ୟ…