Odisha Link
Bridging the Missing Links in Odisha
Browsing Tag

Capital

ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମଳିଲା…

ଭୁବନେଶ୍ବର: ଆଜି ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ବରର ୭୩ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ମାନ୍ୟତା ମିଳିଥିଲା ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟ କଳାରେ ଭରପୂର ଭୁବନେଶ୍ବର ବିଶ୍ବ ଦରବାରରେ ନିଜର ନୂଆ ପରିଚୟ ସୃଷ୍ଟି କରିଛି। ଆସନ୍ତୁ…

ରାଜଧାନୀରୁ ପୁଣି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ପୁଣି ଗଞ୍ଜେଇ ଜବତ।କମିଶନରେଟ ପୁଲିସ ତମାଣ୍ଡୋ ଥାନା ଅଞ୍ଚଳରୁ ଚୋରା କାର୍ ସହ ଗଞ୍ଜେଇ ଜବତ କରିଛି ।କରୋନା ଲକ୍‌ଡାଉନ ଏବଂ ସଟଡାଉନ୍‌ରେ ମଧ୍ୟ ରାଜଧାନୀ​‌ରେ ବେଧଡ଼କ ନିଶା କାରବାର ଚାଲିଥିଲା। ୬ଜଣ ଅପରାଧୀଙ୍କୁ ଅଟକ ରହିଛନ୍ତି ପୁଲିସ। ଏ ସଂପର୍କରେ ଡିସିପି ଉମାକାନ୍ତ ଦାଶ…

ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା…

ଭୁବନେଶ୍ବର: ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ଆଜି ରାଜଧାନୀ ଭୁବନେଶ୍ବରକୁ ୭୨ ବର୍ଷ ପୂର୍ଣ୍ଣ ହୋଇଛି। ହେଲେ ମହାମାରୀ କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍। ସାମାଜିକ ଦୂରତ୍ବ ଦୃଷ୍ଟିରୁୁ ପାଳନ ହେବନି ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଏହାର ପୂର୍ବଦିନ…