Odisha Link
Bridging the Missing Links in Odisha
Browsing Tag

Center Guideline

ଆସିଲା କେନ୍ଦ୍ରର ଏପ୍ରିଲ ଗାଇଡଲାଇନ

ନୂଆଦିଲ୍ଲୀ: ଆସିଲା କେନ୍ଦ୍ର ସରକାରଙ୍କର ଏପ୍ରିଲ ମାସ ପାଇଁ ଗାଇଡଲାଇନ। ଆଜି ଏପ୍ରିଲ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡଲାଇନରେ କୋଭିଡ୍ କଟକଣା କଡାକଡି କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ୍ ନିୟମ ପାଳନ ପାଇଁ ରାଜ୍ୟ ସରକାରମାନଙ୍କୁ କଡା…

ଟିକା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସବୁ ଦେଶ କାର୍ଯ୍ୟରତ। ଏଥିସହ ସୁଚାରୁରୂପେ ଟିକା ବଣ୍ଟନ ନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଟିକା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। କେବଳ ପୂର୍ବ…

କରୋନା କାଳରେ ପରୀକ୍ଷା: ପରୀକ୍ଷାର୍ଥୀଙ୍କ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ଅନ୍‌ଲକ୍-୪ କଟକଣା ଲାଗୁ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକ ମଧ୍ୟ କରୋନା କଟକଣାକୁ କୋହଳ କରିଛନ୍ତି। ଭାରତରେ ବର୍ତ୍ତମାନ ୪୫ ଲକ୍ଷ ୬୨ ହଜାର ୪୧୪…

ଆଂଶିକ ସ୍କୁଲ୍‌ ଖୋଲିବା ନେଇ କେନ୍ଦ୍ରର…

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଆଶିଂକ ସ୍କୁଲ୍‌ ଖୋଲିବା ନେଇ କେନ୍ଦ୍ରର ନିର୍ଦ୍ଦେଶାବଳୀ। ସ୍କୁଲ ଗୁଡ଼ିକରେ ନବମ ରୁ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜାରି…