Odisha Link
Bridging the Missing Links in Odisha
Browsing Tag

Chandrayaan 2

ଚନ୍ଦ୍ର ମୁହାଁ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ବୁଧବାର ରାତିରେ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ମୁହାଁ ହୋଇଛି ଚନ୍ଦ୍ରଯାନ-୨। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଜି ଏହି ସୂଚନା ଦେଇଛି। ୨୦ ଅଗଷ୍ଟରେ ଏହି ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାର ୧୮ ଦିନ ପରେ ଅର୍ଥାତ୍ ସେପ୍ଟେମ୍ୱର ୭ରେ…

ଐତିହାସିକ ଚନ୍ଦ୍ରଯାତ୍ରାକୁ ଦେଖିଲେ…

ନୂଆଦିଲ୍ଲୀ: ଭାରତର ଐତିହାସିକ ଚନ୍ଦ୍ରଯାତ୍ରାକୁ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି। ଅବିସ୍ମରଣୀୟ ମୁହୂର୍ତ୍ତକୁ ଆଖି ପୂରାଇ ଦେଖୁଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ କାର୍ଯ୍ୟାଳୟ କକ୍ଷରୁ ସେହି ଐତିହାସିକ ଦୃଶ୍ୟକୁ ଦେଖୁଥିଲେ ମୋଦି। ମହାକାଶକୁ ଚନ୍ଦ୍ରାୟନ-୨ ପ୍ରକ୍ଷେପଣର ଦୃଶ୍ୟକୁ ମନ ଭରି…

ଚନ୍ଦ୍ର ଅଭିମୁଖେ…

ଆନ୍ଧ୍ରପ୍ରଦେଶ: ସମସ୍ତ ଭାରତୀୟଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ପରିଶେଷରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୨। ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରି ନୂଆ ଇତିହାସ ସୃଷ୍ଟି…

‘ଚନ୍ଦ୍ରଯାନ-୨’ର କିଛି ଜଣା…

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟପରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ୬୪୦ ଟନ୍ ଓଜନ ବିଶିଷ୍ଟ GSLV ମାର୍କ -3 ରକେଟ୍ ‘ବାହୁବଳୀ’। ଏଥିପାଇଁ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁକିଛି ଠିକ୍‌ଠାକ୍‌ ରହିଛି…

ଆଜି ଦିନ ୨ଟା ୪୩ ମିନିଟରେ ଜହ୍ନ ରାଇଜକୁ…

ନୂଆଦିଲ୍ଲୀ: ଆଜି ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ୬୪୦ ଟନ୍ ଓଜନ ବିଶିଷ୍ଟ GSLV ମାର୍କ -3 ରକେଟ୍ ‘ବାହୁବଳୀ’। ଏଥିପାଇଁ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁକିଛି ଠିକ୍‌ଠାକ୍‌ ରହିଛି ବୋଲି ଭାରତୀୟ…

ଜୁଲାଇ ୨୨ରେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ:…

ନୂଆଦିଲ୍ଲୀ: ସ୍ଥଗିତ ଥବା ଚନ୍ଦ୍ରାୟନ-୨ର ଉତକ୍ଷେପଣ ଜୁଲାଇ ୨୨ରେ ହେବ। ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଗୁରୁବାର ଦିନ କରାଯିବ ବୋଲି ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌ ଘୋଷଣା କରିଛି। ଜୁଲାଇ ୧୫ ତାରିଖରେ ଉତ୍‌କ୍ଷେପଣର ୫୬ ମିନିଟ୍‌ ପୂର୍ବରୁ ବୈଷୟିକ ତ୍ରୁଟି…

ସ୍ଥଗିତ ହେଲା ‘ଚନ୍ଦ୍ରଯାନ-୨’…

ନୂଆଦିଲ୍ଲୀ: ସ୍ଥଗିତ ହେଲା ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ମିଶନ। ସୋମବାର ଭୋର ୨ଟା ୫୧ ମିନିଟ ସମୟରେ ଏହାର ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଆଗାମୀ…

ଚନ୍ଦ୍ରଯାନ-୨: ଜୁଲାଇ ୧୫ରେ ଉତକ୍ଷେପଣ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠକୁ ପୁଣିଥରେ ଭାରତ ପଠାଇବ ମହାକାଶ ଯାନ। ପୂର୍ବରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ମହାକାଶ ଯାନ ଚନ୍ଦ୍ରଯାନର ସଫଳ ପରୀକ୍ଷଣ ପରେ ପୁଣି ଥରେ ଆଉ ଏକ ଚନ୍ଦ୍ରଯାନ ପଠାଇବ ଭାରତ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ ମିଶନ୍‌ର ତାରିଖ ଏବଂ ସମୟ…