Odisha Link
Bridging the Missing Links in Odisha
Browsing Tag

Chatishgada

ବଡ଼ ଏନ୍‌କାଉଣ୍ଟର, ୮ ନକ୍ସଲ ସଫା

ଓଏଲ୍‌ ବ୍ୟୁରୋ: ଛତିଶଗଡ ବିଜାପୁରରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ ହୋଇଥିବା ବେଳେ ଦାର୍ଘ ୧୧ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିଲା।ଗାଙ୍ଗଲୁର ଥାନା ପଡିଆ ଜଙ୍ଗଲରୁ ଗୁଳିବିନିମୟ ହୋଇଥିବା ସୂଚନା ରହିଛି। ଅପେରସନରେ ପ୍ରାୟ ୧୨ଶହ ଯବାନ ସାମିଲ ଥିବା ସୂଚନା ରହିଛି। ସୁରକ୍ଷାକର୍ମୀଙ୍କ…

ନକ୍ସଲଙ୍କ ତାଣ୍ଡବ: ଆଇଡି ବିସ୍ଫୋରଣରେ ୨…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଆଇଡିି ବିସ୍ଫୋରଣ। ଯାହାରିଫଳରେ ୨ ଜଣ ଯବାନ ଗୁରୁତର ଆହାତ ହୋଇଛନ୍ତି। ଉଭୟ ଯବାନଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ରାୟପୁର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଡାମବାମ ସିଆରିପିଏଏଫ୍ କ୍ୟାମ୍ପରୁ…

ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ…

ରାୟପୁର: ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ। ମୃତ୍ୟୁ ବେଳକୁ ଅଜିତ୍‌ ଯୋଗୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏନେଇ ନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ପୁଅ ଅମିତ ଯୋଗୀ। ଅଜିତ୍‌ ଯୋଗୀ ଗତ ମେ ୯ ତାରିଖରେ ହୃଦାଘାତର ଶିକାର ହେବାପରେ ଚିକିତ୍ସା ପାଇଁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ…

୧ ଘଣ୍ଟାର ଏସ୍‌ପି କୁନି ଝିଅ ଆରାଧ୍ୟା

ଓଏଲ୍‌ ବ୍ୟୁରୋ: ମହମାରୀ କରୋନା ଭାଇରସ୍‌କୁ ନେଇ ସମସ୍ତେ ଚିନ୍ତିତ ଏବଂ ସଚେତନ। ହେଲେ ବହୁ ଲୋକ ଏହି ମହାମାରୀକୁ ନେଇ ସଚେତନ ନାହାନ୍ତି। ହେଲେ ଜଣେ ୪ବର୍ଷର ଝିଅ ଲୋକଙ୍କୁ ଏହି ମହାମାରୀ ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେଇଥିଲେ। ଯେଉଁଥିପାଇଁ ସେ ପିନ୍ଧିଲେ ପୁଲିସ୍‌ ୟୁନିଫର୍ମ। ଛତିଶଗଡ଼ ସୁକ୍‌ମାରେ…