Odisha Link
Bridging the Missing Links in Odisha
Browsing Tag

Child Dead

ପେନସିଲ ଚୋପା ନେଇଗଲା ଶିଶୁର ଜୀବନ

ଓଏଲ୍‌ ବ୍ୟୁରୋ : ପାଠ ପଢୁ ପଢୁ ଚାଲିଗଲା ଜୀବନ। ଘଟଣା ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟ ଜନକ ମଧ୍ୟ। ପେନସିଲ ଚୋପା ନେଇଗଲା ଜୀବନ। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାର କୋତବାଲି ଗ୍ରାମରେ। ଜଣେ ଛଅ ବର୍ଷର ଶିଶୁ ପେନସିଲ ଚୋପା ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର…

ନଦୀରେ ବୁଡ଼ି ୨ବର୍ଷର ଶିଶୁ ପୁତ୍ର ମୃତ

ଦଶରଥପୁର: ନଦୀରେ ବୁଡ଼ି ଦୁଇ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି। ନିଜ ଘର ପାଖରେ ଥିବା କାଣୀ ନଦୀରେ ବୁଡ଼ିଯିବାରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିଲା।  ଏହି ଅଭାବନୀୟ ଘଟଣାଟି ମଙ୍ଗଳପୁର ଥାନା କସପା ପଞ୍ଚାୟତ ବ୍ରହ୍ମଚାରୀପାଟଣା ଗ୍ରାମରେ ଘଟିଛି। ମୃତକ ହେଲେ ରମେଶ ଦାସଙ୍କ ପୁଅ ସାଇ ଦାସ। ଘର ଲୋକ…

ପାଟିରେ ବିଜୁଳି ତାର ପୂରାଇ ୮ ମାସର ଶିଶୁ…

ନୂଆପଡ଼ା: ଗତକାଲି ରାତିରେ ପ୍ଲଗ୍‌ରୁ ଓହଳିଥିବା ଖଣ୍ଡେ ବିଜୁଳି ତାର ପାଟିରେ ପୂରାଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ ଶିଶୁର ମୃତ୍ୟୁ ଘଟିଛି। ଏମିତି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗ୍ରାମରେ। ମୃତ ଶିଶୁଟି ହେଉଛି ପ୍ରଶାନ୍ତ ସତନାମୀଙ୍କ ୮ ମାସିଆ ସନ୍ତାନ କୁନାଳ।…

କାନ୍ଥ ଭୁଷୁଡି ୧୦ମାସର ଶିଶୁ ମୃତ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ଭୁଷୁଡି ପଡିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦିଗପହଣ୍ଡି ବ୍ଲକ୍ ବଜ୍ରଗୁମା ଗାଁର ସନ୍ତୋଷ କୁମାର ନାଇକ ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ଘରର…

ପୋଲ ତଳୁ ମୃତ ଶିଶୁ କନ୍ୟା ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲା ଖଲ୍ଲିକୋଟ କୋଦଳା ରାସ୍ତାର ଭରସାମଥୁରା ଗାଁ ନିକଟ ପୋଲ ତଳୁ ସୋମବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ସ୍ଥାନୀୟ ଲୋକେ ପୋଲକୁ ଗାଧୋଇବାକୁ ଯାଇଥିବା ସମୟରେ ଶିଶୁ କନ୍ୟାର ମୃତଦେହ ପଡ଼ିଥିବାର ଦେଖିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ…

ବାଣରେ ନିଆଁ ଲଗାଇ ଛାତ୍ରଙ୍କ ମୃତ୍ୟୁ

ନୀଳଗିରି : ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ କାଣ୍ଡଗରଡିହି ପଞ୍ଚାୟତ ବଳରାମ ପାଟଣା ଗ୍ରାମରେ ଏକ ଅଫୁଟା ବାଣରେ ନିଆଁ ଲଗାଉଥିବା ବେଳେ ବାଣଟି ବିସ୍ଫୋରଣ ହୋଇ ଜଣେ ଛାତ୍ରର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବଳରାମ ପାଟଣା ଗ୍ରାମରେ ଗତକାଲି ଏକ ବିବାହ ଉତ୍ସବରେ ବରଯାତ୍ରୀ ଶୋଭାଯାତ୍ରା କରି…