Odisha Link
Bridging the Missing Links in Odisha
Browsing Tag

child laborer

୨୦ ଜଣ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଲାଣ ବେଳେ ୨୦ ଜଣ ଶିଶୁ ଶ୍ରମିକ ଉଦ୍ଧାର। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ବଙ୍ଗାଳିଗୁଡା ନିକଟରୁ ୨୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶିଶୁଙ୍କୁ ଆନ୍ଧ୍ର ଚାଲାଣ କରାଯିବା ସମୟରେ ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଉଦ୍ଧାର କରିଛନ୍ତି। ଏହି ୨୦ ଶିଶୁ ଶ୍ରମିକଙ୍କୁ ଆନ୍ଧ୍ରର…

ରାଜଧାନୀରୁ ୪ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୪ ଶିଶୁ ଶ୍ରମିକ ଉଦ୍ଧାର। ଭୁବନେଶ୍ୱର ଚାଇଲ୍ଡଲାଇନ୍ ଏୟାରଫିଲ୍ଡ ପୋଲିସର ସହାୟତାରେ ପଳାଶପାଲିରେ ଥିବା ଏକ ପାଉଁରୁଟି ତିଆରି କାରଖାନାରୁ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୪ ଜଣ ଗଞ୍ଜାମ ଜିଲ୍ଲାରୁ ବୋଲି ଜଣାପଡିଛି। ସେମାନଙ୍କ…

ଶିଡ଼ିରୁ ଖସି ଶିଶୁ ଶ୍ରମିକଙ୍କ ଗୋଡ଼…

ସୁନ୍ଦରଗଡ: ଜଣେ ୧୬ ଵର୍ଷର ନାବାଳିକା ଛାତ୍ରୀ ଶିଡ଼ିରୁ ଖସିପଡ଼ି ଆହତ ହେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି।ହେମଗିର ଵ୍ଲକ ଅନ୍ତର୍ଗତ ଗଡ଼ତୁମଲିଆ ମାଣିକେଶ୍ଵରୀ କଲେଜରେ ଏକ ଅଭାବନୀୟ ଘଟଣାଟି ଘଟିଛି । ସୂଚନା ଅନୁସାରେ ୧୬ ଵର୍ଷର ଛାତ୍ରୀଙ୍କୁ କଲେଜ କୋଠା ନିର୍ମାଣ କାମରେ ଶ୍ରମିକ ଭାବେ…